Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲଗାତାର କମିବାରେ ଲାଗିଛି ସୁନା ଦର

  • Grammy Awardରେ ସମ୍ମାନିତ ଦଲାଇ ଲାମା

  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ...

  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ...

  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ...

  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ...

  • “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

Home ›› ››ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଭଉଣୀ କଲେ ବଡ଼ ଖୁଲାସା

ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଭଉଣୀ କଲେ ବଡ଼ ଖୁଲାସା

2025-10-25 19:52:09
18321
Share:
Facebook
Twitter
E-Mail
WhatsApp
Telegram
ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଭଉଣୀ କଲେ ବଡ଼ ଖୁଲାସା

ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼। ଅଭିଯୁକ୍ତ ପୁଲିସକର୍ମୀ ପ୍ରଶାନ୍ତ ବାଙ୍କରଙ୍କ ପ୍ରେମରେ ଥିଲେ ମୃତକ। ବିବାହ ପାଇଁ ବାଧ୍ୟ କରୁଥିବା ବେଳେ ରାଜି ନଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଭଉଣୀ ଏହି ଖୁଲାସା କରିଛନ୍ତି।

ଅଭିଯୁକ୍ତଙ୍କ ଭଉଣୀ ସ୍ବାତୀ ଯାଦବ କହିଛନ୍ତି ଯେ, ମୃତ ଡାକ୍ତର ପ୍ରଶାନ୍ତଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ କିଛି ଦିନ ପୂର୍ବରୁ ତାଙ୍କ ଭାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ବିବାହ ପାଇଁ ପ୍ରସ୍ତୁତ ନଥିଲେ ପ୍ରଶାନ୍ତ। ଉଭୟଙ୍କ ମଧ୍ୟରେ ଏନେଇ ମତଭେଦ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଏହି ମହିଳା ଡାକ୍ତର ସତାରା ଜିଲାର ଫାଲଟନ୍‌ ସବ୍‌ଡିଭିଜିନାଲ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଆଜକୁ ପ୍ରାୟ ଛୟ ମାସ ପୂର୍ବେ ଗୋପାଳ ବାଦ୍‌ନେ ଓ ପ୍ରଶାନ୍ତ ବାନ୍‌କର ନାମକ ଦୁଇ ପୁଲିସ ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ସେ ଫାଲଟନ ଡିଏସ୍‌ପିଙ୍କ ନିକଟରୁ ଏକ ଚିଠି ଲେଖିଥିଲେ। ତଦନ୍ତ କରି ସଂପୃକ୍ତ ଦୁଇ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା।

ତେବେ ଗୋପାଳ ବାଦ୍‌ନେ ବିଗତ ପାଞ୍ଚମାସ ମଧ୍ୟରେ ତାଙ୍କୁ ଚାରିଥର ଦୁଷ୍କର୍ମ କରିଥିବାବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି। ଏହା ଜଣାପଡିବା ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।


Powered by Froala Editor

Tags doctor

Related articles Odisha News Lens 4.1

  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ
    ଦେଶ-ଦେଶାନ୍ତର

    ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

    13410
    Feb 02, 2026
  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14599
    Feb 02, 2026
  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ

    14484
    Feb 02, 2026
  • ଲଗାତାର କମିବାରେ ଲାଗିଛି ସୁନା ଦର
    ଦେଶ-ଦେଶାନ୍ତର

    ଲଗାତାର କମିବାରେ ଲାଗିଛି ସୁନା ଦର

    14708
    Feb 03, 2026
  • Grammy Awardରେ ସମ୍ମାନିତ ଦଲାଇ ଲାମା
    ଦେଶ-ଦେଶାନ୍ତର

    Grammy Awardରେ ସମ୍ମାନିତ ଦଲାଇ ଲାମା

    13430
    Feb 02, 2026
  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ
    ମନୋରଞ୍ଜନ

    ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ରାଉଣ୍ଡ ଫାୟାରିଂ

    15583
    Feb 02, 2026
  • “ହମ୍ପଟି ଡମ୍ପଟି ବଜେଟ”:   ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14646
    Feb 01, 2026
  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର
    ଦେଶ-ଦେଶାନ୍ତର

    ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15555
    Feb 02, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର
    ମନୋରଞ୍ଜନ

    ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15690
    Feb 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

    13410
    Feb 02, 2026
  • ଦେଶ-ଦେଶାନ୍ତର

    ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14599
    Feb 02, 2026
  • ଦେଶ-ଦେଶାନ୍ତର

    ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15555
    Feb 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17738
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16214
    Apr 03, 2021

ବିଶେଷ

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13824
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14308
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14457
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16038
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16349
    Jan 27, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16051
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15739
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15489
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

    13410
    Feb 02, 2026
  • “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14646
    Feb 01, 2026
  • ଲଗାତାର କମିବାରେ ଲାଗିଛି ସୁନା ଦର

    14708
    Feb 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In