ପୀତବାସ ହତ୍ୟାକାଣ୍ଡ ଘଟଣାର ବଡ ସୂଚନା ଦେଲେ ଆଇଜି
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାର ୧୬ଦିନରେ ବଡ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ପୁଲିସ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେବେ ବୋଲି ଆଇଜି କହିଛନ୍ତି । ଗତକାଲି ଏହି ଘଟଣାରେ ବ୍ରହ୍ମପୁର ଅଞ୍ଚଳର ଜଣେ ବଡ ରାଜନେତାଙ୍କୁ ପୁଲିସ ଉଠାଇ ନେଇ ଜେରା କରୁଛି । ରାଜନୈତିକ ଓ ବ୍ୟବସାୟୀ ଦିଗକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରି ପୁଲିସ ତଦନ୍ତ କରୁଛି ।
Powered by Froala Editor