Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 31, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

  • ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

  • ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ...

  • ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ...

  • କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ...

  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ...

  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ...

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

  • ଏପରି ସଜାନ୍ତୁ ରାକ୍ଷୀ ଥାଳି

ବିଶେଷ
Home ›› ବିଶେଷ ››ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

2021-07-19 06:43:03
15096
Share:
Facebook
Twitter
E-Mail
WhatsApp
Telegram
ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

ବେଳେବେଳେ ଆପଣଙ୍କ ଶରୀରରେ ଏମିତି କିଛି ପରିବର୍ତ୍ତନ ଆସିଥାଏ ଯାହା ଆପଣଙ୍କ ଖରାପ ସ୍ୱାସ୍ଥ୍ୟକୁ ଦର୍ଶାଇଥାଏ । ଯାହା ସାଧାରଣରେ ଆପଣ ଅନୁମାନ କରିପାରିନ୍ତି ନାହିଁ । ତେବେ ଜାଣନ୍ତୁ ଏମିତି କିଛି ସଙ୍କେତ ବିଷୟରେ ଯାହା ଆପଣଙ୍କ ଶରୀର ଆପଣଙ୍କୁ ସୂଚାଇଥାଏ, ଯେତେବେଳେ ଆପଣଙ୍କ ଶରୀର ଖରାପ ଥାଏ ।

୧. ଶୁଖିଲା ଚର୍ମ/ଓଠ-
ଯଦି ଆପଣଙ୍କ ଓଠ ଏବଂ ଚର୍ମ ସବୁବେଳେ ଶୁଖିଲା ରହୁଛି କିମ୍ବା ଫାଟୁଛି ତେବେ ଏହା ଆପଣଙ୍କ ଅସୁସ୍ଥ ଶରୀରର ସଙ୍କେତ । ଶୁଖିଲା ଓଠ ସାଧାରଣତଃ କମ ପାଣି ପିଇବା ଦ୍ୱାରା ହୋଇଥାଏ  କିନ୍ତୁ ଏହା ହାଇପର-ଥାଇରଏଡ ଏବଂ ଡାଇବେଟିକର ମଧ୍ୟ ସଙ୍କେତ ହୋଇଥାଏ । ତେଣୁ ଏହାକୁ ଅଣଦେଥା ନକରି କୁରନ୍ତ ଏହାର ଚିକିତ୍ସା କରାନ୍ତୁ ।

୨. ମୁହଁରେ ଅନାବଶ୍ୟକ ଚୁଟି ରହିବା-
ଯଦି ଆପଣଙ୍କ ଓଠ ଉପରେ, ଥୋଡ଼ିରେ ଏବଂ ଗାଲରେ ଅତିରିକ୍ତ ଚୁଟି ରହିଛି, ତେବେ ଏହା ହରମୋନ ଅସନ୍ତୁଳତା ସଙ୍କେତ । ପୋଲିସିସଟିକ୍ ଓଭାରୀ ସିନଣ୍ଡ୍ରମ ଏକ ହରମୋନ ବିକାଶ  । ଏହା ମହିଳା ମାନଙ୍କ ଶରୀରକୁ ପ୍ରଭାବିତ କରିଥାଏ ।

୩. ଆଖି ତଳ କଳା ପଡ଼ିବା-
ଆଖି ତଳ କଳା ପଡ଼ିବା ବା ଆଖି ସିଝିଯିବା ଭଳି ଦେଖାଗଲେ ଏହା ସାଧାରଣତଃ ରାତି ଅନିଦ୍ରାର ପାଇଁ ହୋଇଥାଏ । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଏହା କ୍ରୋନିକ ଆଲର୍ଜିର ଲକ୍ଷଣ ମଧ୍ୟ ହୋଇପାରେ । ତେଣୁ ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୪. ଦେହ ହଳଦିଆ ପଡ଼ିଯିବା-
ଯଦି ହଠାତ ଆପଣଙ୍କ ଦେହର ରଙ୍ଗ ହଳଦିଆ ପଡ଼ିଯାଏ ତେବେ ଏହା ଏନାଇମିଆ ( ଦେହରେ ରକ୍ତର ଅଭାବ )ର ଲକ୍ଷଣ । ଦେହରେ ରକ୍ତର ପରିମାଣ କମିଗଲେ ଦେହ ହଳଦିଆ ପଡ଼ିବାକୁ ଲାଗେ । ତେଣୁ ଏପରି ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଡାଙ୍କରଙ୍କ ସହ ପରାମର୍ଶ କରନ୍ତୁ ।

୫. ଦେହ କୁଣ୍ଡେଇ ହେବା-
ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦେଲେ ଦେହ କୁଣ୍ଡେଇ ଦେବାର ସମ୍ଭାବନା ରହିଛି । ମୁହଁ, ପିଠି, ଗୋଡ଼ ଆଦି କୁଣ୍ଡେଇ ହେଉଥିଲେ ଓଦ୍ଭଲକ୍ଷବଜ୍ଞଜ୍ଞବଗ୍ଧକ୍ଟକ୍ସଚ୍ଚ ଈକ୍ଟଙ୍ଗରକ୍ଷ ଊସଗ୍ଦରବଗ୍ଦର (ଓଈଊ) ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଯାହା ସିଧାସଖଳ ଆପଣଙ୍କ କୁଣ୍ଡିଆ ରୋଗକୁ ବଢ଼ାଇଥାଏ ।

୬. ଦେହରେ ନୂଆ କଳା ଜାଇ ବାହାରୁ ଥିଲେ-
ଆଜନ୍ମ କଳା ଜାଇ କୌଣସି ଚିନ୍ତାର କାରଣ ହୋଇନଥାଏ, କିନ୍ତୁ ଦେହରେ ଯଦି ନୂଆ କଳା ଯାଇ ବାହାରୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ସହ ପୂର୍ବରୁ ଥିବା କଳା ଜାଇ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ଯେପରି ସେଗୁଡ଼ିକ ଆକାର, ରଙ୍ଗ ଏବଂ ଚାରିପାଖରୁ ରକ୍ତ ନ ବାହାରୁଥାଏ ।    

୭. ଚୁଟି ଝଡ଼ିବା-
ପ୍ରତିଦିନ ମୁଣ୍ଡରୁ ଅଳ୍ପ ବହୁତେ ଚୁଟି ଝଡ଼ିଥାଏ । କିନ୍ତୁ ସେହି ଚୁଟି ଯଜି ଆଖି ପତା ଏବଂ ଆଇବ୍ରୋରୁ ଝଡ଼ିଥାଏ ତେବେ ଏହା ଚିନ୍ତାଜନକ । ଅଧିକ ଷ୍ଟ୍ରେସ୍ ବା ଚିନ୍ତାରେ ରହିଲେ ସାଧାରଣତଃ ଚୁଟି ଝଡ଼ିଥାଏ । Autoimmume Disorder  ଏଥିପାଇଁ ଦାୟୀ ହୋଇପାରେ । ଆଲୋପେସିଆ ଆରେଟିଆ  ଏକ ରୋଗ ଯାଗା କାରଣରୁ ମାତ୍ରାଧିକ ଚୁଟି ଝଡ଼ିଥାଏ ।

୮. ଆଖି ଡୋଳା ହଳଦିଆ ଦେଖାଦେବା-
ଶରୀରରେ କୋଲେଷ୍ଟ୍ରୋଲ ଅଧିକ ପରିମାଣରେ ପଢ଼ିଯାଇଥିଲେ ଆଖି ଡୋଲା ହଳଦିଆ ଦେଖାଦେଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଆଖି ଡୋଳା ସାମାନ୍ୟ ହଳିଦିଆ ଦେଖାଦେଇଥାଏ ସେମାନଙ୍କ ଧମନୀ ଧିରେ ଧିରେ କଠିନ ହେବାକୁ ଲାଗିଥାଏ ।

Powered by Froala Editor

Tags Health

Related articles Odisha News Lens 4.1

  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ
    ଦେଶ-ଦେଶାନ୍ତର

    ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

    14050
    Jul 30, 2025
  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି
    ଦେଶ-ଦେଶାନ୍ତର

    ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15202
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି
    ବିଶେଷ

    ଏପରି ସଜାନ୍ତୁ ରାକ୍ଷୀ ଥାଳି

    14917
    Jul 30, 2025
  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ
    ଦେଶ-ଦେଶାନ୍ତର

    କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    14045
    Jul 30, 2025
  • ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ସମୁଦ୍ର
    ଦେଶ-ଦେଶାନ୍ତର

    ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ସମୁଦ୍ର

    13723
    Jul 30, 2025
  • ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା
    ଦେଶ-ଦେଶାନ୍ତର

    ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା

    14822
    Jul 30, 2025
  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ
    ଦେଶ-ଦେଶାନ୍ତର

    ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ

    15207
    Jul 30, 2025
  • ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ
    ଦେଶ-ଦେଶାନ୍ତର

    ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

    13641
    Jul 30, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ
    ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14878
    Jul 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

    14050
    Jul 30, 2025
  • ଦେଶ-ଦେଶାନ୍ତର

    ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15202
    Jul 30, 2025
  • ଦେଶ-ଦେଶାନ୍ତର

    ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

    13641
    Jul 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16646
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16759
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17083
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15565
    Apr 03, 2021

ବିଶେଷ

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14878
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି

    14917
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    15883
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15796
    Jul 28, 2025
  • ପ୍ରତିଦିନ ସେବନ କରନ୍ତୁ ପିଜୁଳି ପତ୍ର

    14949
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14713
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14806
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14153
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14450
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    14045
    Jul 30, 2025
  • କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ

    14576
    Jul 30, 2025
  • ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା

    14822
    Jul 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In