Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

  • ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ...

  • କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ...

  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ...

  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ...

  • ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ...

  • ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ...

  • ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ...

  • ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ ...

Home ›› ››୩୬ଘଣ୍ଟା କର୍ଫ୍ୟୁ ଜାରି, ଖୋଲା ରହିଛି ପେଟ୍ରୋଲ୍‍ ପମ୍ପ, ହସ୍ପିଟାଲ, ମେଡିସିନ୍‍ ଷ୍ଟୋର ଓ ଗ୍ରୋସରୀ

୩୬ଘଣ୍ଟା କର୍ଫ୍ୟୁ ଜାରି, ଖୋଲା ରହିଛି ପେଟ୍ରୋଲ୍‍ ପମ୍ପ, ହସ୍ପିଟାଲ, ମେଡିସିନ୍‍ ଷ୍ଟୋର ଓ ଗ୍ରୋସରୀ

2025-10-06 07:23:12
13459
Share:
Facebook
Twitter
E-Mail
WhatsApp
Telegram
୩୬ଘଣ୍ଟା କର୍ଫ୍ୟୁ ଜାରି, ଖୋଲା ରହିଛି ପେଟ୍ରୋଲ୍‍ ପମ୍ପ, ହସ୍ପିଟାଲ, ମେଡିସିନ୍‍ ଷ୍ଟୋର ଓ ଗ୍ରୋସରୀ

କଟକ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ସହରରେ ଜଗିଛନ୍ତି ୬୦ପ୍ଲାଟୁନ୍‍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ଗତକାଲି ରାତି ୧୦ଟାରୁ ୩୬ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍‍ ସେବା ବନ୍ଦ । ସିଏମସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି । ହ୍ୱାଟସ ଆପ୍‍, ଫେସବୁକ୍‍, ଇନଷ୍ଟାଗ୍ରାମ୍‍, ସ୍ନାପ୍‍ ଚାଟ୍‍, ଏକ୍ସ ସମେତ ସମସ୍ତ ସୋସିଆଲ ମିଡ଼ିଆ ସାଇଟ୍‍ ବ୍ୟବହାରକୁ ବନ୍ଦ କରାଯାଇଛି ।ତେବେ ଏହି ସମୟରେ କଟକରେ ମେଡିକାଲ୍‍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍‍ ଦିଆଯାଇଛି । ପେଟ୍ରୋଲ୍‍ ପମ୍ପ, ହସ୍ପିଟାଲ, ମେଡିସିନ୍‍ ଷ୍ଟୋର ଓ ଗ୍ରୋସରୀ ଦୋକାନ ସବୁ ଖୋଲା ରହିଛି । କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୁଲିସ୍‍ କମିଶନର ସୂଚନା ଦେଇ କହିଛନ୍ତି ଯେ ଅଧିକ ବସ୍‍ ଚଳାଚଳ ନକରିବା ପାଇଁ ଅନୁରୋଧ କରାଯାଇଛି । ସହରରେ ଥିବା ସବୁ ସରକାରୀ ଅଫିସ୍‍ ଓ ଏସସିବି ମେଡିକାଲ ଖୋଲା ରହିଛି ।

Powered by Froala Editor

Tags Cuttack case

Related articles Odisha News Lens 4.1

  • ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ
    ମନୋରଞ୍ଜନ

    ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

    15246
    Feb 17, 2026
  • ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ସଲମାନ ଖାନଙ୍କ ବାପା ହସ୍ପିଟାଲରେ ଭର୍ତ୍ତି

    13386
    Feb 17, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ
    ବିଶେଷ

    ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15339
    Feb 17, 2026
  • ପ୍ରଶଂସା ସାଉଁଟି ଚାଲିଛି
    ମନୋରଞ୍ଜନ

    ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13506
    Feb 17, 2026
  • ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ତାକୁ ହତ୍ୟା କରାଯାଇଛି
    ଦେଶ-ଦେଶାନ୍ତର

    ଜଣେ ମା’ର ନିବେଦନ : ମୋ ପୁଅକୁ ନ୍ୟାୟ ମିଳୁ, ତାକୁ ହତ୍ୟା କରାଯାଇଛି

    15345
    Feb 17, 2026
  • ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?

    14814
    Feb 17, 2026
  • ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍‌ ଯାତ୍ରା କଲେ ମୁସଲିମ ଯୁବତୀ
    ଦେଶ-ଦେଶାନ୍ତର

    ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍‌ ଯାତ୍ରା କଲେ ମୁସଲିମ ଯୁବତୀ

    13775
    Feb 17, 2026
  • ସୋସିଆଲ ମିଡିଆ ପ୍ଲାଟଫର୍ମ  ‘ଏକ୍ସ’ ଡାଉନ୍‌
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌

    13757
    Feb 17, 2026
  • ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ କ୍ଷେତ୍ରରେ ରୂପାନ୍ତର ଆଣୁଛି ...
    ଦେଶ-ଦେଶାନ୍ତର

    ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ କ୍ଷେତ୍ରରେ ରୂପାନ୍ତର ଆଣୁଛି ...

    13997
    Feb 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

    15246
    Feb 17, 2026
  • ଦେଶ-ଦେଶାନ୍ତର

    ସ୍ବାସ୍ଥ୍ୟସେବାଠାରୁ ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ କ୍ଷେତ୍ରରେ ରୂପାନ୍ତର ଆଣୁଛି ଏଆଇ

    13997
    Feb 17, 2026
  • ଦେଶ-ଦେଶାନ୍ତର

    ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?

    14814
    Feb 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17340
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17407
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17753
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16227
    Apr 03, 2021

ବିଶେଷ

  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15339
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15818
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16230
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16373
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    14120
    Feb 11, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14951
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14464
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16070
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15354
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହାଶିବରାତ୍ରୀରେ ପବିତ୍ର ଗଙ୍ଗାଜଳ ସହ ବୋଲବୋମ୍‌ ଯାତ୍ରା କଲେ ମୁସଲିମ ଯୁବତୀ

    13775
    Feb 17, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15339
    Feb 17, 2026
  • ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'

    13506
    Feb 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In