ଆଜି ମଣ୍ଡପରେ ମାଙ୍କ ମହାଅଷ୍ଟମୀ ପୂଜା

ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ମାଆଙ୍କ ଆଗମନରେ ଗାଁଠୁ ସହର ଉତ୍ସବମୁଖର ହୋଇଛି। ମଣ୍ଡପରେ ଆଜି ମାଙ୍କ ମହାଅଷ୍ଟମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା । ମହାଅଷ୍ଟମୀ ପୂଜାରେ ଉପବାସ କରିଥିବା ମାନସିକଧାରୀ ସକାଳୁ ସକାଳୁ ପୂଜା ପାଇଁ ମଣ୍ଡପରେ ଭିଡ ଜମାଇଛନ୍ତି ।ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ରୀତିନୀତିରେ ମାଙ୍କର ଆଜି ମହାନବମୀ ପୂଜା କରାଯାଉଛି ।
Powered by Froala Editor