ଗଣସଫେଇ କାର୍ଯ୍ୟକ୍ରମରେ ସଫେଇ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଏବଂ ସେବା ପକ୍ଷ ଅବସରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଆୟୋଜିତ ଗଣସଫେଇ ଅଭିଯାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଫେଇ କରିବା ସହ ବୃକ୍ଷରୋପଣ ମଧ୍ଯ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ସମ୍ମୁଖରେ ଗଣ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ୱଚ୍ଛତା ହିଁ ସେବା, ଏହାକୁ ନେଇ ବିଏମସି ପକ୍ଷରୁ ଗଣ ସଫେଇ ଅଭିଯାନ ଆୟୋଜିତ ହୋଇଛି ।
Powered by Froala Editor