ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପନୀ ଉତ୍ସବ

ଭୁବନେଶ୍ୱର, ୨୨ ଅଗଷ୍ଟ – ନୂତନ ଭବିଷ୍ୟତ୍ ନିର୍ମାଣର ‘ସୂତ୍ରଧାର’ ଟ୍ରଷ୍ଟ୍ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆୟୋଜିତ ୪ ଦିନିଆ ଚତୁର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଜୟଦେବ ଭବନରେ ସମାପ୍ତ ହୋଇଛି। ଉତ୍ସବର ଶେଷ ଦିନରେ ଏକ ଅନୁଷ୍ଠାନମୂଳକ ସମାରୋହରେ ବିଭିନ୍ନ ସମ୍ମାନ ପ୍ରଦାନ କରାଗଲା।
“ନବୀନ ସୂତ୍ରଧର ପ୍ରତିଭା ସମ୍ମାନ” ଏବର୍ଷ ୬ ଜଣ ପ୍ରତିଭାଶାଳୀଙ୍କୁ ପ୍ରଦାନ କରାଗଲା। ସେମାନେ ହେଲେ –
ଓମ୍ ପ୍ରକାଶ ଶର୍ମା
ଦୁର୍ଗା ସାମନ୍ତରାୟ
ରତ୍ନାକର ସାହୁ
ଏସ୍ ରାଜୀବ ଗୌରବ
ବିରଞ୍ଚି ନାରାୟଣ ମହାସୁପକର
ଶ୍ରୀନିବାସ ଘଟୁଆରୀ
ଶ୍ରେଷ୍ଠ ୩ଟି ଫଟୋ ପୁରସ୍କାର ପାଇଥିଲେ –
ଡା. ସନ୍ତୋଷ ମହାଳିକ
ଦେବଦତ୍ତ ମଲ୍ଲିକ
ଶମ୍ପାଶ୍ରୀ ମୁଣ୍ଡ
ଉଦିୟମାନ ଫଟୋଗ୍ରାଫର ସମ୍ମାନ ପାଇଥିଲେ –
ବଳରାମ ଖଟୁଆ
ଚନ୍ଦନ ଦାସ
ପଲ୍ଲକରାଜ ପଟ୍ଟନାୟକ
ସୁଜିତ କୁମାର ବିଶୋଇ
ସ୍ୱସ୍ତିକ ମହାନ୍ତି
ଗୌରୀଶଙ୍କର ପତ୍ର
ସବ୍ୟସାଚୀ ଜେନା
ସମାରୋହରେ ବିଭିନ୍ନ ମାନ୍ୟବର ବ୍ୟକ୍ତିତ୍ୱମାନେ, କଳାପ୍ରେମୀ, ମାଧ୍ୟମ କର୍ମୀ ଓ ଫଟୋଗ୍ରାଫି ଜଗତର ପ୍ରେମୀମାନେ ଉପସ୍ଥିତ ହୋଇଥିଲେ।
Powered by Froala Editor