ଓଟିଇଟି ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳି ହେଲେ ୬ଅଧିକାରୀ
ଭୁବନେଶ୍ବର: ସ୍ୱତନ୍ତ୍ର ଓଟିଇଟି ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି । ଜୁଲାଇ ୨୦ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପ୍ରାୟ ୭୫ହଜାର ପରୀକ୍ଷାର୍ଥୀ ନିରାଶ ହୋଇ ଫେରିଥିଲେ ।
Powered by Froala Editor