ବନ୍ଧୁକ ଦେଖାଇ ଲୁଟିନେଲେ ୧ ଲକ୍ଷ ୯୦ ହଜାର ଟଙ୍କା
କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଲେ ୨ ଦୁର୍ବୃତ୍ତ। ଭତ୍ତା ଦେଇ ଫେରିବା ବାଟରେ ଆକ୍ରମଣ କରି ଲୁଟି ନେଇଛନ୍ତି। ଲୁଟେରା ବାଇକରେ ଆସି ଭୁଜାଲି ଓ ବନ୍ଧୁକ ଦେଖାଇ ଆକ୍ରମଣ କରିବା ସହ ଲୁଟ କରିଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।
Powered by Froala Editor