ବଡ ମହାସ୍ନାନ ହେଲେ ବଡ଼ଠାକୁର
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ। ଅବକାଶ ପୂଜା ସରିବା ପରେ ଭିତର କାଠ ନିକଟରେ ଏକ ଛୋଟ ପିଲା ବାନ୍ତି କରିଦେବାରୁ ବଡ ମହାସ୍ନାନ କରାଯାଇଛି। ।ତେବେ ଠାକୁରଙ୍କ ବଡ ମହାସ୍ନା କରାଯିବା ପରେ ପୁର୍ନବାର ଜଗା ଦର୍ଶନ ଜାରି ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Powered by Froala Editor