Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପୂରା ପରିବାରକୁ ଭସାଇ ନେଲା ବନ୍ୟା

ବିଶେଷ
Home ›› ବିଶେଷ ››ଘରକୁ ଏମିତି କରନ୍ତୁ ଜୀବାଣୁମୁକ୍ତ

ଘରକୁ ଏମିତି କରନ୍ତୁ ଜୀବାଣୁମୁକ୍ତ

2021-07-14 04:15:15
14742
Share:
Facebook
Twitter
E-Mail
WhatsApp
Telegram
ଘରକୁ ଏମିତି କରନ୍ତୁ ଜୀବାଣୁମୁକ୍ତ

ଘରକୁ ବୈକୁଣ୍ଠ ସହ ସମାନ କରାଯାଇଛି । ଘର କହିଲେ ଏକ ସୁସ୍ଥ ବାତାବରଣ, ସ୍ୱାସ୍ଥ୍ୟକର ଖାଦ୍ୟ, ପରସ୍ପର ଭିତରେ ସ୍ନେହ, ପ୍ରେମକୁ ବୁଝୁ । ଏବେ କରୋନା ମହାମାରୀ ସମୟରେ ତାଲା ବନ୍ଦ ଯୋଗୁଁ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । କିନ୍ତୁ ଏହି ଭଳି ଏକ ମହାମାରୀ ସମୟରେ ସତର୍କତା ଓ ପରିଚ୍ଛନ୍ନତା ସବୁଠୁ ଜରୁରୀ ହୋଇପଡିଛି । ନିୟମିତ ମାସ୍କ ପନ୍ଧିବା, ସାବୁନରେ ହାତ ଧୋଇବା. ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ଛୁଉଁଥିବା ଜିନିଷଗୁଡିକୁ ମନେରଖି ସଫା କରିବା ନିହାତି ଜରୁରୀ । ତେବେ ଘର ଭିତରେ ମଧ୍ୟ ଏପରି ୧୦ଟି ସ୍ଥାନ ରହିଛି ଯାହାକୁ ନିୟମିତ ସମୟ ବ୍ୟବଧାନରେ ସଫା ରଖିବା ଉଚିତ୍ । ଏହି ମହାମାରୀ ସମୟରେ ବଜାରରେ ଅନେକ ପ୍ରକାର ସାନିଟାଇଜର ମିଳୁଛି । ୧୦ରୁ୧୫ ସେଣ୍ଟିମିଟର ଦୂରରେ ରହି ହାତ ନଲଗାଇ ସ୍ପ୍ରେ କରି ଏହାକୁ ଜୀବାଣୁ ମୁକ୍ତ କରି ପାରିବେ ।

.କବାଟର ହ୍ୟାଣ୍ଡେଲ : ଘରେ ଭିନ୍ନ ଭିନ୍ନ କକ୍ଷରେ କବାଟ ରହିଥାଏ । ଏହାର ହ୍ୟାଣ୍ଡେଲ ବାରମ୍ବାର ଧରି କବାଟ ଖୋଲାଯାଏ । ତେଣୁ ଏହାକୁ କିଛି ସମୟ ବ୍ୟବଧାନରେ ବିଶୋଧକ ଦ୍ୱାରା ଜୀବାଣୁ ମୁକ୍ତ ରଖିବା ଦରକାର । 

.ସୋଫା ଓ ଚୋ÷କି: ଘରର ପରଦା, ସୋଫା, ଚୋ÷କି ଆଦିକୁ ବିଶୋଧନ କରିବା ଲାଗି ସଦାସର୍ବଦା ଶୀଘ୍ର ଶୁଖିଯାଉଥିବା ବିଶୋଧକ ସ୍ପ୍ରେ କରିବା ଉଚିତ୍ ।

.ପଢାଟେବୁଲ: ପ୍ରତିଦିନ ପଢାଟେବୁଲର ବ୍ୟବହାର ହୋଇଥାଏ । ବିଶେଷ କରି ପିଲାମାନେ ଏହାକୁ ବ୍ୟବହାର କରିଥାନ୍ତି । ତେଣୁ ଏହାକୁ କୀଟାଣୁମୁକ୍ତ କରିବା ପାଇଁ ସକାଳୁ ସମ୍ପୂର୍ଣ୍ଣ ଘର ସହ ଟେବୁଲକୁ ବିଶୋଧକ ସିଞ୍ଚନ କରିବା ଜରୁରୀ ଅଟେ ।

.କାର୍ପେଟ: ଘରର ସୋ÷ନ୍ଦର୍ଯ୍ୟ ବଢାଇବା ପାଇଁ ଡ୍ରଇଂ ରୁମ୍ରେ କାର୍ପେଟ ବିଛାଯାଇଥାଏ । ଘରକୁ ଅନେକ ଲୋକ ଯିବା ଆସିବା କରୁଥିବାରୁ ଏହାକୁ ପରିଚ୍ଛନ୍ନ ରଖିବା ନିହାତି ଆବଶ୍ୟକ । ତେବେ ଏହା ମୋଟା ହୋଇଥିବାରୁ ଏହାକୁ ବାରମ୍ବାର ନଧୋଇ ସାନିଟାଇଜର୍ ସ୍ପ୍ରେ କରି ଜୀବାଣୁମୁକ୍ତ ରଖିବା ଆବଶ୍ୟକ । 

.ଗଦି: ଶୋଇବା ଗଦିରେ ବି ଜୀବାଣୁ ରହିଥାନ୍ତି । ହୁଏତ ପ୍ରତିଦିନ ବେଡ୍ସିଟ ଧୋଇହେବ କିନ୍ତୁ ଗଦି ସଫା କରିବା ଅସମ୍ଭବ । ତେଣୁ ଗଦିକୁ ବିଶୋଧକ ସ୍ପ୍ରେ କରିବା ସହିତ କିଛି ସମୟ ଖରାରେ ରଖନ୍ତୁ ।
.ପା ପୋଛ: ଘର ଭିତରକୁ ଅନେକ ଲୋକଙ୍କର ଯିବା ଆସିବା ହୋଇଥାଏ । ସମସ୍ତେ ପା ପୋଛରେ ପାଦ ସଫା କରି ଘର ଭିତରକୁ ପ୍ରବେଶ କରିଥାନ୍ତି । ତେଣୁ ଏହାକୁ ସର୍ବଦା ପରିଷ୍କାର ରଖନ୍ତୁ ।
.ସପିଙ୍ଗ ବ୍ୟାଗ: ଆମ ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀ, ପରିବା ପତ୍ର କିଣିବା ପାଇଁ ସାଙ୍ଗରେ ବ୍ୟାଗ ନେଇ ଆମେ ମାର୍କେଟ ଯାଇଥାଉ । ବାହାରୁ କିଣାକିଣି କରି ଆସିବା ପରେ ବ୍ୟାଗ୍ ଧୋଇବା ନିହାତି ଜରୁରୀ । ତେବେ ଯେଉଁ ବ୍ୟାଗ ଧୋଇବା ସମ୍ଭବ ହୋଇନଥିବ ସେଗୁଡିକୁ ବିଶୋଧକ ସ୍ପ୍ରେ କରି ଜୀବାଣୁ ମୁକ୍ତ କରନ୍ତୁ ।

.ଚାବି: ଚାବି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । କାରଣ ଏହାକୁ ଅତ୍ୟଧିକ ଲୋକ ବ୍ୟବହାର କରିଥାନ୍ତି । ହାତ ଧୋଇବା ବେଳେ ଏହାକୁ ଭଲ ଭାବେ ଧୋଇ ଶୁଖାଇ ପାରିବେ ।  ଜିନିଷପତ୍ର ବାହାର କରିବା ଓ ରଖିବା ଲାଗି କପ୍ବୋର୍ଡ ବାରମ୍ବାର ଛୁଇଁବାକୁ ହୋଇଥାଏ । ତେଣୁ ଏହାର ହ୍ୟାଣ୍ଡେଲକୁ ବାରମ୍ବାର ସାନିଟାଇଜ କରିବା ଆବଶ୍ୟକ ।

.ବିନ୍ ବ୍ୟାଗ: ଆରାମରେ ବସି କାମ କରିବା, ପଢିବା କିମ୍ବା ଗେମ୍ ଖେଳିବା ପାଇଁ ଲୋକେ ବିନ୍ବ୍ୟାଗ ବେଶି ବ୍ୟବହାର କରୁଛନ୍ତି । ତେଣୁ ଏହା ଉପରେ ସାନିଟାଇଜର ସ୍ପ୍ରେ କରନ୍ତୁ । ଏହା ସବୁ ନିୟମିତ କରିବା ଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇବା ସହିତ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିପାରିବେ ।   

Powered by Froala Editor

Tags Home sanitize

Related articles Odisha News Lens 4.1

  • ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ...

    15380
    Jun 29, 2025
  • ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ
    ଦେଶ-ଦେଶାନ୍ତର

    ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ

    15342
    Jun 29, 2025
  • ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ
    ଦେଶ-ଦେଶାନ୍ତର

    ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ

    13448
    Jun 29, 2025
  • ୟୁକ୍ରେନ ଉପରେ ପୁଣି ଥରେ ବଡ ଆକ୍ରମଣ କଲା ରୁଷ
    ଦେଶ-ଦେଶାନ୍ତର

    ୟୁକ୍ରେନ ଉପରେ ପୁଣି ଥରେ ବଡ ଆକ୍ରମଣ କଲା ରୁଷ

    15271
    Jun 29, 2025
  • ପୂରା ପରିବାରକୁ ଭସାଇ ନେଲା ବନ୍ୟା
    ଦେଶ-ଦେଶାନ୍ତର

    ପୂରା ପରିବାରକୁ ଭସାଇ ନେଲା ବନ୍ୟା

    15240
    Jun 29, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?
    ବିଶେଷ

    ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15374
    Jun 29, 2025
  • ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ପ୍ରବଳ ବର୍ଷା: ଚାରିଧାମ ଯାତ୍ରା ସ୍ଥଗିତ

    15024
    Jun 29, 2025
  • ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା
    ଦେଶ-ଦେଶାନ୍ତର

    ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା

    13846
    Jun 29, 2025
  • ଭାଇରାଲ ହେଉଛି ‘ଜନତା ଖାନା’
    ଦେଶ-ଦେଶାନ୍ତର

    ଭାଇରାଲ ହେଉଛି ‘ଜନତା ଖାନା’

    15499
    Jun 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15374
    Jun 29, 2025
  • ଦେଶ-ଦେଶାନ୍ତର

    ୟୁକ୍ରେନ ଉପରେ ପୁଣି ଥରେ ବଡ ଆକ୍ରମଣ କଲା ରୁଷ

    15271
    Jun 29, 2025
  • ଦେଶ-ଦେଶାନ୍ତର

    ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା

    13846
    Jun 29, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16597
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16714
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17027
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15515
    Apr 03, 2021

ବିଶେଷ

  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15374
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15269
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15925
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15663
    Jun 28, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    14458
    Jun 26, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15559
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15537
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15007
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14828
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୂରା ପରିବାରକୁ ଭସାଇ ନେଲା ବନ୍ୟା

    15240
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15269
    Jun 29, 2025
  • ଭାଇରାଲ ହେଉଛି ‘ଜନତା ଖାନା’

    15499
    Jun 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In