ପୁଣି ବଢିଲା ସୁନା ଦାମ୍

ଭୁବନେଶ୍ୱର : ପୁଣି ବଢିଲା ସୁନା ଦାମ୍ । ଜୁଲାଇ ୫ ଅର୍ଥାତ୍ ଶନିବାର ପୁଣି ସୁନା ଦର ବୃଦ୍ଧି ପାଇଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୮୩୦ ଟଙ୍କା ରହିଛି । ଗତକାଲି ୯୮,୭୩୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୦,୬୦୦ ଟଙ୍କା ରହିଛି । ଗତକାଲି ୯୦,୫୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୧୩୦ ଟଙ୍କା ରହିଛି । ଗତକାଲି ୭୪,୦୫୦ ଟଙ୍କା ଥିଲା । ଏଥିରେ ୮୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୦୦୦ ଟଙ୍କା ଥିଲା ।
Powered by Froala Editor