Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ ...

  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ...

  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ...

  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ...

  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ...

  • ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ

  • IRCTCର ନୂଆ RailOne ଆପ୍‌ ଲଞ୍ଚ

  • ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ...

ରାଜ୍ୟ
Home ›› ରାଜ୍ୟ ››ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ସୁଲୋଚନା, କହିଲେ ଏହା

ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ସୁଲୋଚନା, କହିଲେ ଏହା

2025-07-02 11:16:06
14442
Share:
Facebook
Twitter
E-Mail
WhatsApp
Telegram
ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ସୁଲୋଚନା, କହିଲେ ଏହା

ଭୁବନେଶ୍ବର: ବିଏମସି ଅଫିସ୍‍ ଭିତରେ ପଶି ଅତିରିକ୍ତ ଆୟୁକ୍ତଙ୍କୁ ମାଡ ମାରିବା ଘଟଣାରେ ଚାରି ଆଡୁ ପ୍ରତିବାଦ ହେବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଅଫିସରଙ୍କୁ ମାଡ ମରାଯିବା ସମୟରେ ଛିଡା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନମ୍ୟାନ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି ତେବେ କାହିଁକି ରହିବେ । ସେହିପରି ଅଫିସରେ ସିସିଟିଭ ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ କରିଛନ୍ତି ସୁଲୋଚନା । ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହିଁକି ଜଣାଇନଥିଲେ । ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ୱ କାଢି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି କହିଛନ୍ତି ।

Powered by Froala Editor

Tags Bmc

Related articles Odisha News Lens 4.1

  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା
    ଦେଶ-ଦେଶାନ୍ତର

    ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା

    14344
    Jul 02, 2025
  • IRCTCର ନୂଆ RailOne ଆପ୍‌ ଲଞ୍ଚ
    ଦେଶ-ଦେଶାନ୍ତର

    IRCTCର ନୂଆ RailOne ଆପ୍‌ ଲଞ୍ଚ

    14198
    Jul 01, 2025
  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା
    ଦେଶ-ଦେଶାନ୍ତର

    ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା

    15483
    Jul 02, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....
    ବିଶେଷ

    ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13967
    Jul 02, 2025
  • ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ

    13961
    Jul 01, 2025
  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...
    ମନୋରଞ୍ଜନ

    ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

    14037
    Jul 02, 2025
  •  କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ ...
    ଦେଶ-ଦେଶାନ୍ତର

    କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ ...

    13505
    Jul 03, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା
    ବିଶେଷ

    ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13726
    Jul 02, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି
    ବାଣିଜ୍ୟ

    ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15929
    Jul 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

    14037
    Jul 02, 2025
  • ଦେଶ-ଦେଶାନ୍ତର

    ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ

    13961
    Jul 01, 2025
  • ବିଶେଷ

    ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13726
    Jul 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16602
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16718
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17032
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15522
    Apr 03, 2021

ବିଶେଷ

  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13967
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13726
    Jul 02, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15531
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15754
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15746
    Jun 29, 2025

ବାଣିଜ୍ୟ

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ପୁରୀ, ୧ ଜୁଲାଇ ୨୦୨୫: ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ...

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14039
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15564
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15544
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15013
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା

    15483
    Jul 02, 2025
  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା

    14344
    Jul 02, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15929
    Jul 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In