Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ...

  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ...

  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ...

  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ...

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ...

  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ...

  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ...

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ...

  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ...

Home ›› ››ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ଆରମ୍ଭ

ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ଆରମ୍ଭ

2025-06-29 11:30:27
15893
Share:
Facebook
Twitter
E-Mail
WhatsApp
Telegram
ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ଆରମ୍ଭ

ଇସଲାମାବାଦ: ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ଆତଙ୍କବାଦୀ ଶିବିର ଓ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ଆରମ୍ଭ ହୋଇଛି। ସେନା, ଆଇଏସ୍‌ଆଇ ଓ ଅନ୍ୟ ସରକାରୀ ସଂସ୍ଥା ସହାୟତାରେ ପାକିସ୍ତାନ ସରକାର ଏହାର ପୁନଃନିର୍ମାଣ ଓ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ବାହାବଳପୁରସ୍ଥିତ ମୁଖ୍ୟାଳୟର ପୁନଃନିର୍ମାଣ କାର୍ଯ୍ୟ ଏଥିମଧ୍ୟରେ ଗୁରୁତ୍ବପୂର୍ଣ୍ଣ। ତା’ଛଡ଼ା ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ତଥା ସୀମାନ୍ତରେ ଧ୍ବସ୍ତ ଆତଙ୍କବାଦୀ ଶିବିର ଓ ଲଞ୍ଚପ୍ୟାଡ୍‌ଗୁଡ଼ିକର ପୁନଃନିର୍ମାଣ ପାଇଁ ଆଇଏସ୍‌ଆଇ ଓ ସେନା ପାଣ୍ଠି ଯୋଗାଉଛନ୍ତି। ପୁନଃନିର୍ମାଣରେ ଏଗୁଡ଼ିକ ରାଡାର ବା କୌଣସି ଗୁଇନ୍ଦା ଯନ୍ତ୍ରରେ ଠାବ ହୋଇନପାରିବା ଏବଂ ବିମାନ ଆକ୍ରମଣର ପ୍ରତିରୋଧ କରିପାରିବା ଭଳି ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଛି।

ଇତିମଧ୍ୟରେ ଆନ୍ତର୍ଜାତିକ ସୀମା (ଏଲଓସି) ନିକଟସ୍ଥ ୪ଟି ଲଞ୍ଚପ୍ୟାଡ୍‌କୁ କାର୍ଯ୍ୟକ୍ଷମ କରାଯାଇଛି ଓ ଏଥିରେ ଅତ୍ୟାଧୁିନକ ଜ୍ଞାନକୌଶଳ ବିନିଯୋଗ ହୋଇଥିବା ଗୁଇନ୍ଦା ସୂତ୍ରରୁ ପ୍ରକାଶ। ମେ’ ୭ରେ ଭାରତ ଆକ୍ରମଣରେ ଜୈସ୍‌-ଇ-ମହମ୍ମଦ, ଏସ୍କର-ଇ-ତଏବା ଓ ହିଜ୍‌ବୁଲ ମୁଜାହିଦ୍ଦିନର ୯ ଆତଙ୍କବାଦୀ ଶିବିର ଧ୍ବଂସ ପାଇଥିଲା। ସେଥିମଧ୍ୟରେ ଥିଲା ଜୈସ୍‌ର ମୁଖ୍ୟାଳୟ। ଏବେ ଲୁନି, ପୁଟୱାଲା, ଉମ୍‌ରାନ୍‌ୱାଲି, ଛପ୍ରାର, ଫରୱାର୍ଡ କାହୁଟା, ଛୋଟା ଛକ, ଜାନ୍‌ଗ୍ଲୋରା ଏବଂ ତାଇପୁ ଓ ଜାମିଲା ପୋଷ୍ଟଠାରେ ଥିବା ଶିବିରଗୁଡ଼ିକର ନିର୍ମାଣ ଚାଲିଛି। ଏତଦ୍‌ ବ୍ୟତୀତ ପିଓକେ ଅନ୍ତର୍ଗତ କେଲ୍‌, ସାର୍‌ଦି, ଦୁଧ୍‌ନିୟାଲ, ଅଠମୁକାମ୍‌, ଜୁରା, ଲିପା ଉପତ୍ୟକା, ପଛିବାନ୍‌ ଚମନ୍‌, ତାଣ୍ଡପାନି, ନୈଆଲି, ଜାନ୍‌କୋଟ, ଛକୋଟି, ନିକାଇଲ ଓ ଫରୱାର୍ଡ କାହୁଟାରେ ଅବସ୍ଥିତ ୧୩ଟି ଆତଙ୍କୀ ଲଞ୍ଚପ୍ୟାଡ୍‌ର ଉନ୍ନୟନ କାର୍ଯ୍ୟ ଜାରି ରହିଛି। କାର୍ଯ୍ୟକ୍ଷମ ହୋଇଥିବା ଏଲଓସି ନିକଟସ୍ଥ ୪ଟି ଲଞ୍ଚପ୍ୟାଡ୍‌ ହେଉଛି ମସ୍‌ରୁର୍‌ ବଡ଼ାଭାଇ, ଛରପାର, ଲୁନି ଓ ସାକରଗଡ଼ସ୍ଥିତ ଡ୍ରୋନ୍‌ କେନ୍ଦ୍ର। ଏଗୁଡ଼ିକୁ ସେନାର ପାକିସ୍ତାନ ରେଞ୍ଜର ମଧ୍ୟ ବ୍ୟବହାର କରିଥାଏ। ଏଗୁଡ଼ିକୁ ପୂର୍ବପରି ବଡ଼ ଆକାରରେ ନରଖି ଅଲଗା ଛୋଟ ଛୋଟ ଭାଗରେ ବିଭକ୍ତ କରାଯାଇଛି; ଯାହାଦ୍ବାରା କୌଣସି ଆକ୍ରମଣରେ ଅଧିକ କ୍ଷତି ହେବନାହିଁ। ପ୍ରତି ଛୋଟ ଶିବିରରେ ନିଜସ୍ବ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ରହିଛି; ଯାହା କି ସେନାର ସ୍ବତନ୍ତ୍ର ତାଲିମପ୍ରାପ୍ତ ଯବାନ, ଥର୍ମାଲ ସେନ୍‌ସର, ନିମ୍ନ ଫ୍ରି‌େ‌କ୍ବନ୍ସି ବିଶିଷ୍ଟ ରାଡାର ବ୍ୟବସ୍ଥା ଓ ଡ୍ରୋନ୍‌ ନିରୋଧୀ ଜ୍ଞାନକୌଶଳ ଦ୍ବାରା ଋଦ୍ଦିମନ୍ତ। ଏହା ମାଧ୍ୟମରେ ଆଇଏସ୍‌ଆଇ ସୀମାନ୍ତରେ ନୂଆ ଖେଳ ଆରମ୍ଭ କରିଥିବା ସୂଚନା ମିଳିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ନିକଟରେ ବାହାବଳପୁରଠାରେ ଆଇଏସ୍‌ଆଇ ଅଧିକାରୀଙ୍କ ଉପସ୍ଥିତିରେ ଉପରୋକ୍ତ ତିନି ଆତଙ୍କବାଦୀ ସଂଗଠନ ସହିତ କାଶ୍ମୀରରେ ସକ୍ରିୟ ଥିବା ଦି ରେଜିଷ୍ଟାନ୍ସ ଫୋର୍ସର ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Powered by Froala Editor

Tags Pakistan

Related articles Odisha News Lens 4.1

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା
    ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15019
    Apr 15, 2026
  •  ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ
    ବିଶେଷ

    ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15244
    Apr 13, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା
    ଦେଶ-ଦେଶାନ୍ତର

    ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15690
    Apr 14, 2026
  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ
    ଦେଶ-ଦେଶାନ୍ତର

    ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ

    14997
    Apr 13, 2026
  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ
    ଦେଶ-ଦେଶାନ୍ତର

    ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15180
    Apr 15, 2026
  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା
    ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13624
    Apr 14, 2026
  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15475
    Apr 14, 2026
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
    ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13578
    Apr 15, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା
    ଦେଶ-ଦେଶାନ୍ତର

    ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15556
    Apr 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15556
    Apr 13, 2026
  • ଦେଶ-ଦେଶାନ୍ତର

    ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15475
    Apr 14, 2026
  • ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13624
    Apr 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17417
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17474
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17831
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16302
    Apr 03, 2021

ବିଶେଷ

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15244
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15962
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14670
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15650
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14503
    Apr 08, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15334
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15066
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15567
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13865
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ

    14997
    Apr 13, 2026
  • ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

    15180
    Apr 15, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15556
    Apr 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In