କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଶିଷ ଠାକରେ
କେନ୍ଦ୍ରକୁ ଡେପୁଟେସନରେ ଗଲେ ଆଇଏଏସ ଅଧିକାରୀ ଆଶିଷ ଠାକରେ। ସେ ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ରହିବେ। ତାଙ୍କୁ କେନ୍ଦ୍ର ସରକାର ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।
ସେହପରି ଏବେ କେନ୍ଦ୍ରୀୟ ଡେପୁଟେସନରେ ଗଲେ IAS ଆଶିଷ ଠାକରେ। ଆଶିଷ ଠାକରେଙ୍କୁ କେନ୍ଦ୍ର ସାମାଜିକ ଭିନ୍ନକ୍ଷମ ଓ ସଶକ୍ତୀକରଣର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଆଶିଷ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି।
Powered by Froala Editor