Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 23, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ...

  • କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ...

  • ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ...

  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ...

  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

  • ୬ଟି କୀର୍ତ୍ତି ଚକ୍ର, ୩୩ଟି ଶୌର୍ଯ୍ୟଚକ୍ର ...

  • ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ...

  • ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ...

  • ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ...

  • ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ

୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ

2025-05-22 19:23:45
14099
Share:
Facebook
Twitter
E-Mail
WhatsApp
Telegram
୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ

ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଚଳିତ ବର୍ଷ ଜୁନ୍ ମାସରୁ ଭାରତୀୟ ତୀର୍ଥଯାତ୍ରୀମାନେ ପୁଣି ଥରେ କୈଳାସ ମାନସରୋବର ପବିତ୍ର ଯାତ୍ରାରେ ଯାଇପାରିବେ।  ଏଥର ଭାରତରୁ ୭୫୦ ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଇଛି ।

୨୦୨୦ରେ କୋଭିଡ ମହାମାରୀ ଏବଂ ସେବର୍ଷ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାଶ ମାନସରୋବର ଯାତ୍ରା ବନ୍ଦ ଥିଲା । ଏବର୍ଷ ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେଉଛି ଏହି ଯାତ୍ରା । ଏବର୍ଷ ତୀର୍ଥଯାତ୍ରା ଜୁନରୁ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ବୋଲି ବୈଦେଶକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।  ମନୋନୀତ ଯାତ୍ରୀମାନଙ୍କୁ SMS ଏବଂ ଇମେଲ୍ ମାଧ୍ୟମରେ ସୂଚିତ କରାଯାଇଛି ।

ଏକ କାର୍ଯ୍ୟକ୍ରମରେ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଲଟେରୀ ସିଷ୍ଟମ ମାଧ୍ୟମରେ ମନୋନୀତ ଯାତ୍ରୀଙ୍କ ନାମ ଘୋଷଣା କରିଥିଲେ। ବୈଦେଶିକ ମନ୍ତ୍ରଣାଳୟ ଏହା ବି କହିଛନ୍ତି ଯେ, ଏହି ଲଟେରୀ ସିଷ୍ଟମ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ଏବଂ ସ୍ୱଚ୍ଛ। ଏହି ବର୍ଷ, କୈଳାସ ମାନସରୋବର ଯାତ୍ରା ପାଇଁ ମୋଟ 5561 ଜଣ ତୀର୍ଥଯାତ୍ରୀ ପଞ୍ଜିକରଣ କରିଥିଲେ, ଯେଉଁଥିରେ 4024 ପୁରୁଷ ଏବଂ 1537 ମହିଳା ଥିଲେ। ଏଥିମଧ୍ୟରୁ 750 ଜଣ ଯାତ୍ରୀଙ୍କୁ ଚୟନ କରାଯାଇଛି। ମୋଟ 15ଟି ବ୍ୟାଚ୍ ମାନସରୋବର ପାଇଁ ଯାତ୍ରା କରିବେ । ପ୍ରତ୍ୟେକ ବ୍ୟାଚ୍ ରେ 50 ଜଣ ତୀର୍ଥଯାତ୍ରୀ ରହିବେ।

ସନାତନ ହିନ୍ଦୁ ଧର୍ମରେ କୈଳାଶ ମାନସରୋବରର ବିଶେଷ ମହତ୍ତ୍ବ ରହିଛି । ଏହା ଦେବ ଦେବ ମହାଦେବଙ୍କ ଆବାସ ବୋଲି ହିନ୍ଦୁମାନଙ୍କ ମଧ୍ୟରେ ବିଶ୍ବାସ ରହିଛି। ଶାସ୍ତ୍ରରେ ଏହାକୁ ମେରୁ ପର୍ବତ ଭାବେ ବର୍ଣ୍ଣନା କରାଯାଇଛି । ସେହିପରି ସନାତନ ଧର୍ମରେ ମାନସରୋବରର ବି ବିଶେଷ ମହତ୍ତ୍ବ ରହିଛି । ଏହା ବ୍ରହ୍ମାଙ୍କ ମାନସ (କଳ୍ପନା)ରୁ ସୃଷ୍ଟ  ବୋଲି ଏହାର  ନାଁ ମାନସରୋବର । ପୁଣି ଏହା ସିନ୍ଧୁ,ସତଲେଜ, ବ୍ରହ୍ମପୁତ୍ର ପରି ନଦୀର ଆରମ୍ଭ ସ୍ଥାନ । କେବଳ ହିନ୍ଦୁଧର୍ମ ନୁହେଁ, ବୌଦ୍ଧ ଧର୍ମ, ଜୈନ ଧର୍ମ ଓ ଚୀନର ପାରମ୍ପରିକ ବନ୍ ଧର୍ମରେ କୈଳାଶ ମାନସରୋବରର ବିଷେଷ ମହତ୍ତ୍ବ ରହିଛି । 

Powered by Froala Editor

Tags mansarovar

Related articles Odisha News Lens 4.1

  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ
    ଦେଶ-ଦେଶାନ୍ତର

    ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

    15530
    May 22, 2025
  • ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ
    ମନୋରଞ୍ଜନ

    ଅସୁରକ୍ଷିତ ସଲମାନ : ଦୁଇ ଦିନରେ ଘରେ ପଶିଲେଣି ୨ ଅନୁପ୍ରବେଶକାରୀ

    14216
    May 22, 2025
  • ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ
    ଦେଶ-ଦେଶାନ୍ତର

    ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15556
    May 22, 2025
  • କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ
    ମନୋରଞ୍ଜନ

    କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ

    14667
    May 22, 2025
  • ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ
    ଦେଶ-ଦେଶାନ୍ତର

    ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ

    14099
    May 22, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ
    ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14542
    May 22, 2025
  •  ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା
    ଦେଶ-ଦେଶାନ୍ତର

    ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା

    13410
    May 22, 2025
  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ
    ଦେଶ-ଦେଶାନ୍ତର

    କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15398
    May 22, 2025
  • ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ

    15639
    May 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15556
    May 22, 2025
  • ଦେଶ-ଦେଶାନ୍ତର

    କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15398
    May 22, 2025
  • ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ

    15639
    May 22, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16613
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16903
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15447
    Apr 03, 2021

ବିଶେଷ

  • ପତଳା ହେବାର ଉପାୟ ଜାଣନ୍ତୁ....

    14768
    May 22, 2025
  • ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ

    14200
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14983
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14529
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    14223
    May 20, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16274
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13989
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14782
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15308
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା, ଯିବେ ୭୫୦ ଯାତ୍ରୀ

    14099
    May 22, 2025
  • ୬ଟି କୀର୍ତ୍ତି ଚକ୍ର, ୩୩ଟି ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

    13384
    May 22, 2025
  • ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା

    13410
    May 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In