କମିଲା ସୁନା ଦର

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୋମବାର ଅର୍ଥାତ୍ ମେ’ ୧୨ ତାରିଖରେ କମିଛି ସୁନା ଦର। ଗତ କିଛି ଦିନ ହେବ ସୁନା ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୬,୮୮୦ ଟଙ୍କା ରହିଛି । ଗତକାଲି ଏହା ୯୮,୬୮୦ ଥିଲା । ଏଥିରେ ୧୮୦୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୮,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୫୦ ଟଙ୍କା ଥିଲା । ଏଥିରେ ୧୬୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୨,୬୬୦ ଟଙ୍କା ରହିଛି । ଗତକାଲି ଏହା ୭୪,୦୧୦ ଟଙ୍କା ଥିଲା । ଏଥିରେ ୧୩୫୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor