ଜିରୋ ପଏଣ୍ଟ ଷ୍ଟକ୍ୟାର୍ଡରେ ନିଆଁ
ପାରାଦୀପ : ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍ୟାର୍ଡରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଛି । ପ୍ଲାଷ୍ଟିକ୍ କୋଟେଡ୍ ଆଇରନ୍ ପାଇପରେ ଏହି ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ନେଇ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି
Powered by Froala Editor