୧୦ କୋଟି ଟଙ୍କାର ଗଞ୍ଜେଇ ଜବତ
ଲମତାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ଲମତାପୁଟ ପୁଡିଙ୍ଗ ଜଙ୍ଗଲରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ସବୁ ରାଜସ୍ଥାନକୁ ଚାଲାଣ ହେଉଥିବାବେଳେ ରାସ୍ ଛକ ନିକଟରେ ପୁଲିସ୍ ହାତରେ ଧରାପଡିଛି। ଘଟଣାରେ ପୁଲିସ୍ ଡ୍ରାଇଭରକୁ ଜବତ କରିଛି। ଚାରା ଭିତରେ ୧ ଟନ୍ରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା।
Powered by Froala Editor