Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ...

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ...

  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ...

  • ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ...

  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

  • AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ...

  • ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ...

  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

  • ଏକତରଫା ପ୍ରେମରୁ ହତ୍ୟା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମନ୍‌ କି ବାତ୍‌ରେ ମୋଦୀ କହିଲେ ଏହା

ମନ୍‌ କି ବାତ୍‌ରେ ମୋଦୀ କହିଲେ ଏହା

2025-03-31 12:17:19
14286
Share:
Facebook
Twitter
E-Mail
WhatsApp
Telegram
ମନ୍‌ କି ବାତ୍‌ରେ ମୋଦୀ କହିଲେ ଏହା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୨୦ତମ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ଭାରତୀୟ ନବବର୍ଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହିନ୍ଦୁ ନବବର୍ଷ ସହିତ ଆଜିଠାରୁ ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଇଛି। ଏହା ସହିତ ଚୈତ୍ର ନବରାତ୍ର ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଜି ଏବଂ ଆଗାମୀ କିଛିଦିନ ମଧ୍ୟରେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜ୍ୟର ଲୋକ ବିଭିନ୍ନ ଭାଷାରେ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥର ‘ମନ୍ କି ବାତ୍’ରେ ମୋଦୀ ଏକ ନୂଆ ଆହ୍ୱାନ ସମ୍ପର୍କରେ କହିଛନ୍ତି ଯାହା ଆମ ସମସ୍ତଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ। ଏହି ଆହ୍ୱାନ ହେଉଛି ବୟନ ବର୍ଜ୍ୟ। ବାସ୍ତବରେ ‘ଟେକ୍ସଟାଇଲ ୱେଷ୍ଟ’ ସାରା ବିଶ୍ୱ ପାଇଁ ଏବେ ଗୋଟିଏ ନୂତନ ଚିନ୍ତାର କାରଣ ହୋଇପଡ଼ିଛି। ଆଜିକାଲି ସାରା ବିଶ୍ୱରେ ପୁରୁଣା କପଡ଼ାକୁ ଯଥାଶୀଘ୍ର ହଟାଇ ନୂଆ କପଡ଼ା କିଣିବାର ଚଳଣି ବଢ଼ୁଛି। ଆପଣ କେବେ ଭାବିଛନ୍ତି କି ଯେଉଁ ପୁରୁଣା କପଡ଼ାଗୁଡ଼ିକୁ ଆପଣ ପିନ୍ଧିବା ଛାଡ଼ିଦେଉଛନ୍ତି ସେଗୁଡ଼ିକ କ’ଣ ହେଉଛି? ଏଗୁଡ଼ିକ ହିଁ ‘ଟେକ୍ସଟାଇଲ ୱେଷ୍ଟ’ରେ ପରିଣତ ହେଉଛି। ଗୋଟିଏ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ ମାତ୍ର ଏକ ପ୍ରତିଶତରୁ ବି କମ୍ ‘ଟେକ୍ସଟାଇଲ ୱେଷ୍ଟ’କୁ ନୂଆ କପଡ଼ାରେ ପୁନଃବ୍ୟବହାରଯୋଗ୍ୟ କରାଯାଉଛି। ଭାରତ ଦୁନିଆର ତୃତୀୟ ଦେଶ ଯେଉଁଠି ସବୁଠାରୁ ଅଧିକ କପଡ଼ା ଆବର୍ଜନା ବାହାରୁଛି। ‘ଟେକ୍ସଟାଇଲ ୱେଷ୍ଟ’କୁ ପୁନଃବ୍ୟବହାରଯୋଗ୍ୟ ପୂର୍ବକ ଗରିବଙ୍କ ପାଖରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅନେକ ଯୁବ ବନ୍ଧୁମାନେ ‘ଟେକ୍ସଟାଇଲ ୱେଷ୍ଟ’କୁ ଫ୍ୟାଶନର ରୂପ ଦେବାର ଚେଷ୍ଟାରେ ଲାଗିଛନ୍ତି। ସେମାନେ ପୁରୁଣା କପଡ଼ା ଏବଂ ଜୋତା-ଚପଲ ଆଦିକୁ ପୁନଃବ୍ୟବହାରଯୋଗ୍ୟ କରି ଗରିବଙ୍କ ପାଖରେ ପହଞ୍ଚାଉଛନ୍ତି। କପଡ଼ା ଆବର୍ଜନାରୁ ସାଜସଜ୍ଜାର ଜିନିଷ, ହ୍ୟାଣ୍ଡବ୍ୟାଗ୍, ପ୍ରସାଧନ ସାମଗ୍ରୀ ଏବଂ ଖେଳନା ଭଳି ଅନେକ ଜିନିଷ ତିଆରି କରାଯାଉଛି।
ପ୍ରଧାନମନ୍ତ୍ରୀ ଆଗାମୀ ଗ୍ରୀଷ୍ମ ଅବକାଶରେ ପିଲାମାନଙ୍କୁ କିଛି ନୂଆ ସଉକ ବା ହବିକୁ ଆପଣେଇବା ସହ ନିଜର କଳାକୌଶଳକୁ ଆହୁରି ଉନ୍ନତ କରିବା ଲାଗି କହିଛନ୍ତି। ଏବେ ପିଲାମାନଙ୍କ ପାଇଁ ଏଭଳି ପ୍ଲାଟଫର୍ମର ଅଭାବ ନାହିଁ, ଯେଉଁଠି ସେମାନେ ବହୁତ କିଛି ଶିଖିପାରିବେ। ଯେମିତିକି କୌଣସି ସଂସ୍ଥା କାରିଗରୀ କୌଶଳ ସମ୍ପର୍କୀୟ ଶିବିର ଆୟୋଜନ କରୁଥିବ। ପିଲାମାନେ ସେଠାରେ ଆପ୍ ପ୍ରସ୍ତୁତ କରିବା ସହ ଓପେନ୍ ସୋର୍ସ ସଫ୍ଟୱେୟାର ବିଷୟରେ ଜାଣିପାରିବେ। କେଉଁଠି ପରିବେଶ କଥା ହେଉ, ମଞ୍ଚ ନାଟକ ହେଉ, ଲିଡରସିପ୍ କଥା ହେଉ, ଏମିତି ବିଭିନ୍ନ ବିଷୟର ପାଠ୍ୟକ୍ରମ ଆୟୋଜିତ ହୋଇଥାଏ। ପିଲାମାନେ ଏଥିରେ ଯୋଗ ଦେଇ ନିଜର ନୂଆ ହବି ବା ସଉକକୁ ବିକାଶ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା, ବିଦ୍ୟାଳୟ, ସାମାଜିକ ସଂସ୍ଥା କିମ୍ବା ବିଜ୍ଞାନ କେନ୍ଦ୍ରଗୁଡିକ ସେମାନଙ୍କ କାର୍ଯ୍ୟକ୍ରମକୁ #MyHolidaysରେ ସେୟାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମନ କି ବାତ୍‌ରେ ଜଳ ସଂରକ୍ଷଣ, ଜଳ ସଞ୍ଚୟ, ଜଳ ଅମଳ (କ୍ୟାଚ ଦି ରେନ୍‌) ଅଭିଯାନ ସମ୍ପର୍କରେ କହିଛନ୍ତି। ଏହି ଅଭିଯାନ ସରକାରଙ୍କର ନୁହେଁ, ବରଂ ଏହା ସମାଜର, ଜନସାଧାରଣଙ୍କର। ଜଳ ସଂରକ୍ଷଣ ସହ ଅଧିକରୁ ଅଧିକ ଲୋକଙ୍କୁ ସମ୍ପୃକ୍ତ କରିବା ପାଇଁ, ଜଳସଂଚୟ ଜନ-ଭାଗୀଦାରି ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଏଥିରୁ ଯେଉଁ ପ୍ରାକୃତିକ ସମ୍ବଳ ଆମକୁ ମିଳିଛି, ସେଗୁଡ଼ିକୁ ଆଗାମୀ ପିଢ଼ିକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିବା ହିଁ ଏହାର ଏକମାତ୍ର ଉଦ୍ଦେଶ୍ୟ। ଗ୍ରୀଷ୍ମଋତୁରେ ନିଜ ଘର ସାମ୍ନାରେ ମାଠିଆରେ ଥଣ୍ଡା ପାଣି ରଖିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ଘରର ଛାତ କିମ୍ବା ବାରଣ୍ଡାରେ ପକ୍ଷୀମାନଙ୍କ ପାଇଁ ମଧ୍ୟ ପାଣି ରଖିବାକୁ ସେ କହିଛନ୍ତି। ଏହା ଏକ ପୁଣ୍ୟକାମ ଏଥିରେ ଆପଣକୁ ନିଶ୍ଚିତ ଆନନ୍ଦ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Powered by Froala Editor

Tags Man ki bat

Related articles Odisha News Lens 4.1

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ  ଯୋଗାଇ ଦିଆଯିବ ଟାବଲେଟ୍
    ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13580
    Feb 11, 2026
  • ଏକତରଫା ପ୍ରେମରୁ ହତ୍ୟା
    ଅପରାଧ

    ଏକତରଫା ପ୍ରେମରୁ ହତ୍ୟା

    13392
    Feb 11, 2026
  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ
    ଜିଲ୍ଲା ପରିକ୍ରମା

    ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

    13530
    Feb 11, 2026
  • AI ନିୟମ କଠୋର : AI ଭିଡିଓରେ  ‘AI Generated’ ଲେବଲ୍ ଲଗାଇବାକୁ ହେବ
    ଦେଶ-ଦେଶାନ୍ତର

    AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ଲଗାଇବାକୁ ହେବ

    15405
    Feb 11, 2026
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ
    ଦେଶ-ଦେଶାନ୍ତର

    ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14064
    Feb 11, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା
    ବିଶେଷ

    ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13308
    Feb 11, 2026
  • ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’
    ଦେଶ-ଦେଶାନ୍ତର

    ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’

    15545
    Feb 11, 2026
  •  ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ
    ଦେଶ-ଦେଶାନ୍ତର

    ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    13912
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ
    ମନୋରଞ୍ଜନ

    ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15064
    Feb 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ଲଗାଇବାକୁ ହେବ

    15405
    Feb 11, 2026
  • ଅପରାଧ

    ଏକତରଫା ପ୍ରେମରୁ ହତ୍ୟା

    13392
    Feb 11, 2026
  • ବିଶେଷ

    ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13308
    Feb 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17332
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17402
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17747
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16222
    Apr 03, 2021

ବିଶେଷ

  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13308
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14417
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15382
    Feb 09, 2026
  • ଗୋଲାପ ଦିବସ

    15963
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15833
    Feb 06, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14937
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14452
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16061
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15337
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    13912
    Feb 11, 2026
  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13580
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15064
    Feb 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In