Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ...

  • ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ...

  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ...

  • କାମ କରିବା ବନ୍ଦ କରିଦେଲା ଫେସବୁକ

  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ...

  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ...

  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ...

  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୭ ବର୍ଷ ପରେ ବଢିଲା ସାଂସଦଙ୍କ ଦରମା

୭ ବର୍ଷ ପରେ ବଢିଲା ସାଂସଦଙ୍କ ଦରମା

2025-03-24 20:29:21
14110
Share:
Facebook
Twitter
E-Mail
WhatsApp
Telegram
୭ ବର୍ଷ ପରେ ବଢିଲା ସାଂସଦଙ୍କ ଦରମା

ପ୍ରାୟ ୭ ବର୍ଷ ପରେ ବଢିଛି ସାଂସଦଙ୍କ ଦରମା ଓ ଭତ୍ତା । କେନ୍ଦ୍ର ସରକାର ସୋମବାର ଏମ୍‌ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ଏମ୍‌ପିଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି।

ସେହିପରି ସଂସଦର ଅଧିବେଶନ ଚାଲିଥିବାବେଳେ ଦୈନିକ ଭତ୍ତା, ଯାହାକି ଏବେ ୨୦୦୦ ଟଙ୍କା ଅଛି, ୨୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ପେନସନ ମାସିକ ୨୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସଂସଦରେ ଏହି ଦରମାବୃଦ୍ଧି ପ୍ରସ୍ତାବକୁ ଶାସକ ଓ ବିରୋଧୀ ସମସ୍ତେ ସମର୍ଥନ କରିଛନ୍ତି । ଏହି ବୃଦ୍ଧି ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ହାର (ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କ)କୁ ଧ୍ୟାନରେ ରଖି ଏହି ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ହାରଗୁଡ଼ିକ ୧ ଏପ୍ରିଲ୍, ୨୦୨୩ ରୁ ଲାଗୁ ହେବ ।

ସଂସଦର ଚଳିତ ବଜେଟ ଅଧିବେଶନରେ ଏମ୍‌ପିମାନଙ୍କ ଦରମା, ଭତ୍ତା ଏବଂ ପେନସନରେ ସଂଶୋଧନ ଘୋଷଣା କରାଯାଇଛି। ପୂର୍ବରୁ ୨୦୧୮ ଏପ୍ରିଲରେ, କାର୍ଯ୍ୟରତ ଏବଂ ପୂର୍ବତନ ଏମ୍‌ପିମାନଙ୍କୁ ଦିଆଯାଉଥିବା ଦରମା ଏବଂ ଭତ୍ତା ସଂଶୋଧନ ଘୋଷଣା କରାଯାଇଥିଲା। ୨୦୧୮ ମସିହାରେ ସଂଶୋଧନରେ ଘୋଷିତ ଏମ୍‌ପିମାନଙ୍କ ପାଇଁ ମୂଳ ଦରମା ପ୍ରତିମାସ ୧,୦୦,୦୦୦ ଟଙ୍କା ଥିଲା।

ସାଂସଦମାନଙ୍କୁ ମାସିକ ଦରମା ବ୍ୟତୀତ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ ୭୦ ହଜାର ଟଙ୍କା ଓ ଅଫିସ ଭତ୍ତା ୬୦ ହଜାର ଟଙ୍କା ମିଳିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ଦରମା ଉପରେ କୌଣସି ଟିକସ ନାହିଁ। ସେମାନଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ, ଯେଉଁଥିରୁ ଅନେକ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ। ଏଥିରେ ପତ୍ନୀ କିମ୍ବା ସାଥୀଙ୍କ ପାଇଁ ୩୪ଟି ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ୍ ଯାତ୍ରା ଏବଂ ସଂସଦ ଅଧିବେଶନ ସମୟରେ ଘରୁ ଦିଲ୍ଲୀକୁ ବାର୍ଷିକ ୮ଟି ବିମାନ ଯାତ୍ରା ଅନ୍ତର୍ଭୁକ୍ତ।

Powered by Froala Editor

Tags mp

Related articles Odisha News Lens 4.1

  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14628
    Jul 19, 2026
  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ...
    ଦେଶ-ଦେଶାନ୍ତର

    ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ...

    14760
    Jul 19, 2026
  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା
    ଦେଶ-ଦେଶାନ୍ତର

    ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା

    14802
    Jul 19, 2026
  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ

    14650
    Jul 20, 2026
  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ
    ଅପରାଧ

    ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ

    13671
    Jul 19, 2026
  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର
    ମନୋରଞ୍ଜନ

    ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14752
    Jul 20, 2026
  • କାମ କରିବା ବନ୍ଦ କରିଦେଲା ଫେସବୁକ
    ଦେଶ-ଦେଶାନ୍ତର

    କାମ କରିବା ବନ୍ଦ କରିଦେଲା ଫେସବୁକ

    15434
    Jul 19, 2026
  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ
    ଦେଶ-ଦେଶାନ୍ତର

    ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

    15524
    Jul 20, 2026
  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ

    14492
    Jul 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14628
    Jul 19, 2026
  • ମନୋରଞ୍ଜନ

    ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14752
    Jul 20, 2026
  • ଦେଶ-ଦେଶାନ୍ତର

    ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

    15524
    Jul 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16986
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17594
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17648
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18050
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14072
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14369
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14715
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    15004
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15742
    Jul 07, 2026

ବାଣିଜ୍ୟ

‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

ଋଥ ନିର୍ମାଣର ଚିରନ୍ତନ ପରମ୍ପରାରେ ପ୍ରେରିତ ହୋଇ ଆଶୀର୍ବାଦ ଏକ ତଲ୍ଲିନକାରୀ ସାଂସ୍କୃତିକ ଅନୁଭୂତି ଜରିଆରେ କାରିଗରୀକୁ ସମ୍ମାନ ଜ୍ଞାପନ କଲା

ପୁରୀ : ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସହିତ ଗଭୀର ଭାବରେ ...

  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13750
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14173
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15837
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13789
    Jul 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର

    14760
    Jul 19, 2026
  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

    15524
    Jul 20, 2026
  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14752
    Jul 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In