Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ...

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା

  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ...

  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ...

  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ...

  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ...

  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ...

  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

ରାଜ୍ୟ
Home ›› ରାଜ୍ୟ ››୫ଟି ଶିଳ୍ପ ପ୍ରକଳ୍ପ ସଂପ୍ରସାରଣକୁ ମଂଜୁରୀ

୫ଟି ଶିଳ୍ପ ପ୍ରକଳ୍ପ ସଂପ୍ରସାରଣକୁ ମଂଜୁରୀ

2021-07-06 19:43:37
14720
Share:
Facebook
Twitter
E-Mail
WhatsApp
Telegram
୫ଟି ଶିଳ୍ପ ପ୍ରକଳ୍ପ ସଂପ୍ରସାରଣକୁ ମଂଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୬ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ୧.୪୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଏସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସମ୍ବଲପୁର ରେଙ୍ଗାଲିର ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍, ଯାଜପୁର କଳିଙ୍ଗନଗରର ଟାଟା ଷ୍ଟିଲ, ଅନୁଗୋଳର ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର୍‌ ଏବଂ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ରୁଙ୍ଗଟା ମାଇନ୍ସର ସଂପ୍ରସାରଣ କାର୍ଯ୍ୟ ରହିଛି । ଏସବୁ ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଅତିରିକ୍ତ ପ୍ରାୟ ୨୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ବୈଠକର ନିଷ୍ପତ୍ତି ଅନୁଯାୟୀ, ସମ୍ବଲପୁର ଜିଲ୍ଲାରେ ଥିବା ଭୂଷଣ ପାଓ୍ବାର ଏଣ୍ଡ ଷ୍ଟିଲର ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ୧୫ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ ଅତିରିକ୍ତ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କଳିଙ୍ଗନଗରଠାରେ ଥିବା ଟାଟା ଷ୍ଟିଲ କାରଖାନାର କ୍ଷମତାକୁ ବର୍ତ୍ତମାନର ବାର୍ଷିକ ୩ ନିୟୁତ ଟନରୁ ୭ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ କମ୍ପାନି ୪୭,୫୯୯ କୋଟି ପୁଞ୍ଜିନିବେଶ କରିବ ଓ ଏହା ଦ୍ବାରା ୪୬୨୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳଠାରେ ଥିବା ଜେଏସପିଏଲର ଇସ୍ପାତ କାରଖାନାର କ୍ଷମତାକୁ ବର୍ତ୍ତମାନର ୬ ନିୟୁତ ଟନରୁ ୧୮.୬ ନିୟୁତ ଟନ କରିବାକୁ କମ୍ପାନି ପୂର୍ବରୁ ପ୍ରସ୍ତାବ ଦେଇଥିବାବେଳେ ଏବେ ଏହାକୁ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । 

ଗତ ଆର୍ଥିକ ବର୍ଷରେ କରୋନା ଜାରି ଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍‌ ଅଫ୍‌ ଡୁଇଙ୍ଗ ଯୋଗୁ ୨ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା । ଚଳିତ ବର୍ଷ ବି କରୋନା ମହାମାରୀ ଜାରି ଥିବା ସତ୍ତ୍ବେ ବଡ଼ ବଡ଼ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି । ଏହାଦ୍ୱାରା କିଛି ମାତ୍ରାରେ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

Powered by Froala Editor

Tags industry

Related articles Odisha News Lens 4.1

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା
    ଦେଶ-ଦେଶାନ୍ତର

    UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13835
    Jun 19, 2026
  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15508
    Jun 19, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
    ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15540
    Jun 19, 2026
  •  ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....
    ବିଶେଷ

    ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    13945
    Jun 19, 2026
  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...
    ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...

    14238
    Jun 18, 2026
  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର
    ଦେଶ-ଦେଶାନ୍ତର

    ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    13970
    Jun 19, 2026
  • ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ
    ଦେଶ-ଦେଶାନ୍ତର

    ମାନସିକି ଶାନ୍ତି ପାଇଁ ସ୍ମାର୍ଟ ଫୋନ୍ ଭାଙ୍ଗିଲେ ଗାଁଲୋକ

    13581
    Jun 19, 2026
  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର
    ଦେଶ-ଦେଶାନ୍ତର

    ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

    15377
    Jun 19, 2026
  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ
    ଦେଶ-ଦେଶାନ୍ତର

    ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ

    15267
    Jun 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14574
    Jun 18, 2026
  • ଦେଶ-ଦେଶାନ୍ତର

    ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    13970
    Jun 19, 2026
  • ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15508
    Jun 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16933
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17553
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17995
    Sep 06, 2023

ବିଶେଷ

  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    13945
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15633
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14900
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14412
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15098
    Jun 13, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13762
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14863
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15476
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15226
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15540
    Jun 19, 2026
  • ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ

    15508
    Jun 19, 2026
  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ଚାଲେଞ୍ଜ କରି ପିଟିସନ ଦାୟର

    13970
    Jun 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In