Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, February 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ...

  • ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ...

  • କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ...

  • ପ୍ରବଳ ହଟ୍ଟଗୋଳ: ଆସନ୍ତା ସୋମବାର ଦିନ ...

  • ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ...

  • ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ...

  • ଆଜି ପୁଣି କମିଛି ସୁନା ଓ ରୂପା ଦର

  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ...

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ...

  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ...

Home ›› ››କଞ୍ଚା ଲଙ୍କାର ଅଭାବୀ ବିକ୍ରି : ଗଛରେ ପାଚୁଛି, ତୋଳୁନାହନ୍ତି ଚାଷୀ

କଞ୍ଚା ଲଙ୍କାର ଅଭାବୀ ବିକ୍ରି : ଗଛରେ ପାଚୁଛି, ତୋଳୁନାହନ୍ତି ଚାଷୀ

2025-02-15 20:02:03
13972
Share:
Facebook
Twitter
E-Mail
WhatsApp
Telegram
କଞ୍ଚା ଲଙ୍କାର ଅଭାବୀ ବିକ୍ରି : ଗଛରେ ପାଚୁଛି, ତୋଳୁନାହନ୍ତି ଚାଷୀ

ବର୍ତ୍ତମାନ ଟମାଟୋର ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ବଙ୍କା କରିଦେଇଛି । ଯେଉଁଠି ଦେଖିବେ ବିଲରେ ଗଦା ଗଦା ଟମାଟୋ ଗାଇଗୋରୁ ଚରୁଛନ୍ତି । ଖାଲି ଟମାଟୋ ଚାଷୀ ନୁହେଁ ଲଙ୍କା ଚାଷୀ ବି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗଛରେ ସବୁଜ ଲଙ୍କା ଝୁଲୁଛି ହେଲେ ଚାଷୀ ସେସବୁ ତୋଳିବାକୁ ମନ କରୁନି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର । କିଲୋ ପିଛା ୧୮ରୁ ୨୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଗତବର୍ଷ ଏହି ସମୟରେ ଲଙ୍କା ଦାମ୍ କେଜି ପିଛା ଥିଲା ୪୦ରୁ ୫୦ ଟଙ୍କା । ଏବେ ଦର ଅଧାରୁ ମଧ୍ୟ କମ୍ ।

ଛତ୍ରପୁର ବ୍ଲକ୍‌ରେ ମାଧପୁର ସମେତ ବଡ଼ମାଧପୁର, ମହାନାଦପୁର, ବଉଳଗାଁ, ପୋଟଲାମପୁର ପଞ୍ଚାୟତରେ ସମ୍ପୂର୍ଣ୍ଣ ଏବଂ ବିପୁଳିଙ୍ଗୀ ପଞ୍ଚାୟତରେ ପ୍ରାୟ ୫୦୦ ଏକର ଜମିରେ ଲଙ୍କା ଚାଷ ହୁଏ । ଲଙ୍କା ବ୍ୟବସାୟର ପେଣ୍ଠସ୍ଥଳ ହେଉଛି ବଡ଼ମାଧପୁର । ପ୍ରତି ସନ୍ଧ୍ୟାରେ ନିକଟସ୍ଥ ପୁରୁଷୋତ୍ତମପୁର ବ୍ଲକ୍‌ର ଷୋଳଘର, ହିଣ୍ଡୁଳା ସମେତ ଅନ୍ୟ ସ୍ଥାନରୁ ଚାଷୀ ଏଠାକୁ ଲଙ୍କା ଆଣନ୍ତି । ବେପାରୀ ଲଙ୍କାର କେଜି ପିଛା ମୂଲ୍ୟ ଡାକନ୍ତି । ଯେଉଁ ବେପାରୀର ଚୂଡ଼ାନ୍ତ ମୂଲ୍ୟ ଅନ୍ୟମାନଙ୍କଠାରୁ ଅଧିକ ଥାଏ ସେହି ମୂଲ୍ୟରେ ସେହିଦିନ ପାଇଁ ଲଙ୍କା ବିକିଥାନ୍ତି ଚାଷୀ । ଗତବର୍ଷ ଲଙ୍କା ବେପାରକୁ ଜାତୀୟସ୍ତରର ଏକ ଘରୋଇ ବ୍ୟବସାୟିକ ସଂସ୍ଥାକୁ ବୁଝାସୁଝା ପାଇଁ ଦାୟିତ୍ୱ ଦେଇଥିଲା ଛତ୍ରପୁର କୃଷକ ଉତ୍ପାଦନ ସଂଘ । ସଂଘ କର୍ମକର୍ତ୍ତା ରବୀନ୍ଦ୍ର ନାହାକଙ୍କ ସୂଚନା ଅନୁସାରେ ଉକ୍ତ ସଂସ୍ଥା ସେତେବେଳେ ୪୧ରୁ ୪୯ ଟଙ୍କା ମୂଲ୍ୟ ଧାର୍ଯ୍ୟ କରି ଚାଷୀଙ୍କଠାରୁ ୪୨ ମେଟ୍ରିକ୍ ଟନ୍ କିଣି ବିହାରର ପାଟନା ପଠାଇଥିଲା । ଚାଷୀ ତା ପରଦିନ ପ୍ରାପ୍ୟ ପାଇଯାଉଥିଲା । ଉକ୍ତ ଅଞ୍ଚଳରୁ ଉତ୍ପାଦିତ ଲଙ୍କା ମହାରାଷ୍ଟ୍ରର ନାସିକ୍ ଏବଂ ଦିଲ୍ଲୀକୁ ଯୋଗାଣ ହୋଇଥାଏ । ମାତ୍ର କମ୍ ଦର ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି ।

ଉଦ୍ୟାନ ବିଭାଗ ଅଧିକାରୀ ଆଦିତ୍ୟ ବେହେରା କହିଛନ୍ତି, ପ୍ରତି ଏକର ପିଛା ୧୦ରୁ ୧୫ ଟନ୍ ଲଙ୍କା ଉତ୍ପାଦନ ହୋଇଥାଏ । ହେକ୍ଟର ପିଛା ଚାଷୀ ଲଙ୍କା ଉତ୍ପାଦନରେ ୫ରୁ ୬ ଲକ୍ଷ ଟଙ୍କା ଲଭା ଆଶା ରଖିଥାଏ ବୋଲି କହିଛନ୍ତି । ମାତ୍ର ଏଥର ଲଙ୍କା ମୂଲ୍ୟ କମ୍ ଥିବା ସେ ସ୍ୱୀକାର କରିଛନ୍ତି । ସେ ପୁଣି କହିଛନ୍ତି, ମହାନାଦପୁର ରାସ୍ତା ପାଶ୍ୱର୍ରେ ପିପିପି ମୋଡ୍‌ରେ ଶୀତଳଭଣ୍ଡାର ନିର୍ମାଣ ପ୍ରସ୍ତାବ ରହିଛି । ପୋଟଲାମପୁରଠାରେ ବଜାର ଗୃହ ଓ ଶୀତଳଭଣ୍ଡାର ପ୍ରସ୍ତାବ ପାଇଁ ସରକାରଙ୍କ ନିକଟରୁ ଏକ ପ୍ରସ୍ତାବ ଆସିଥିଲା । ଛତ୍ରପୁରରେ ଶୀତଳଭଣ୍ଡାର ଥିବାରୁ ଏତେ ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ଶୀତଳଭଣ୍ଡାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି । ସରକାରୀସ୍ତରରୁ ପ୍ରସ୍ତାବ ଆସିଲେ ବଡ଼ମାଧପୁରରେ ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି ହିଞ୍ଜିଳି ଆର୍‌ଏମ୍‌ସିଏସ୍ ସମ୍ପାଦକ ବିଶ୍ୱାଳ ।

Powered by Froala Editor

Tags chili

Related articles Odisha News Lens 4.1

  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ
    ବିଶେଷ

    ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15157
    Feb 06, 2026
  • ଆଜି ପୁଣି କମିଛି ସୁନା ଓ ରୂପା ଦର
    ଦେଶ-ଦେଶାନ୍ତର

    ଆଜି ପୁଣି କମିଛି ସୁନା ଓ ରୂପା ଦର

    13654
    Feb 05, 2026
  • ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା: ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା: ଜାଣନ୍ତୁ କାହିଁକି ?

    14768
    Feb 05, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
    ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14955
    Feb 04, 2026
  •  କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ
    ଦେଶ-ଦେଶାନ୍ତର

    କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ

    13434
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି  ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର
    ବିଶେଷ

    ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15717
    Feb 04, 2026
  •  ପ୍ରବଳ ହଟ୍ଟଗୋଳ: ଆସନ୍ତା ସୋମବାର ଦିନ ୧୧ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା
    ଦେଶ-ଦେଶାନ୍ତର

    ପ୍ରବଳ ହଟ୍ଟଗୋଳ: ଆସନ୍ତା ସୋମବାର ଦିନ ୧୧ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା

    14171
    Feb 06, 2026
  • ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ
    ଦେଶ-ଦେଶାନ୍ତର

    ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ

    13918
    Feb 05, 2026
  • ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଲେ ମୋଦୀ

    14175
    Feb 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15157
    Feb 06, 2026
  • ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା: ଜାଣନ୍ତୁ କାହିଁକି ?

    14768
    Feb 05, 2026
  • ଦେଶ-ଦେଶାନ୍ତର

    କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ

    13434
    Feb 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17326
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17396
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17742
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16219
    Apr 03, 2021

ବିଶେଷ

  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15157
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15717
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14182
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14398
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14544
    Jan 29, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16055
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15331
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15743
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15498
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15717
    Feb 04, 2026
  • ପ୍ରବଳ ହଟ୍ଟଗୋଳ: ଆସନ୍ତା ସୋମବାର ଦିନ ୧୧ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା

    14171
    Feb 06, 2026
  • କଂଗ୍ରେସକୁ କଟାକ୍ଷ କରି ଏମିତି କହିଲେ ମୋଦୀ

    13434
    Feb 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In