Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯେଉଁଠାରେ ଇଭିଏମ୍ ଟ୍ୟାମ୍ପରିଂର ସଙ୍କେତ ...

  • ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା

  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ...

  • ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ...

  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ...

  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

  • ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ...

  • ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

  • ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା

Home ›› ››କାରଖାନା ବିସ୍ଫୋରଣରେ ଥରିଗଲା ଅଞ୍ଚଳ, ୫ମୃତ

କାରଖାନା ବିସ୍ଫୋରଣରେ ଥରିଗଲା ଅଞ୍ଚଳ, ୫ମୃତ

2025-01-24 12:35:17
14289
Share:
Facebook
Twitter
E-Mail
WhatsApp
Telegram
କାରଖାନା ବିସ୍ଫୋରଣରେ ଥରିଗଲା ଅଞ୍ଚଳ, ୫ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଭଣ୍ଡାରାର ଏକ କାରଖାନାରେ ବଡ ବିସ୍ଫୋରଣ ଘଟିଛି । ଭଣ୍ଡାରା ଆର୍ଡିନାସ୍ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ଥରିଗଲା ଆଖପାଖ ଅଞ୍ଚଳ । ଏହି ବିସ୍ଫୋରଣରେ ୫ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛି । 

ଫ୍ୟାକ୍ଟ୍ରିରେ ହୋଇଥିବା ବ୍ଲାଷ୍ଟର ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ପାଖାପାଖି ୧୦୦ଫୁଟ୍ ଉପରକୁ ଧୂଆଁ ବ୍ୟାପିଯାଇଥିବା ଦେଖିବାକୁ ମିଳିଛି । ଫ୍ୟାକ୍ଟ୍ରିରେ ଥିବା ଭାରୀ ଜିନିଷର ଖଣ୍ଡ ବିଖଣ୍ଡିତ ଅଂଶବି ବଦୁ ଦୂରରେ ଉଡିକି ଆସି ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । 

ସୂଚନା ଆଧାରରେ, ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଏଥିରେ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏହି ନିଆଁ ସଂସ୍ପର୍ଷରେ ଆସି ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । 

Powered by Froala Editor

Tags Blast

Related articles Odisha News Lens 4.1

  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ
    ଦେଶ-ଦେଶାନ୍ତର

    ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ

    13993
    Apr 28, 2026
  •  ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା
    ଦେଶ-ଦେଶାନ୍ତର

    ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା

    14410
    Apr 28, 2026
  • ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା
    ଦେଶ-ଦେଶାନ୍ତର

    ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା

    15740
    Apr 28, 2026
  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ
    ଦେଶ-ଦେଶାନ୍ତର

    ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

    13571
    Apr 28, 2026
  • ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି

    14233
    Apr 28, 2026
  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ...

    14442
    Apr 29, 2026
  • ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା
    ଦେଶ-ଦେଶାନ୍ତର

    ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

    14203
    Apr 28, 2026
  • ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା
    ଦେଶ-ଦେଶାନ୍ତର

    ମୋବାଇଲ ପାଇଁ ପୁଅକୁ ମାରିଦେଲା ବାପା

    14915
    Apr 29, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’
    ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15259
    Apr 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ

    13993
    Apr 28, 2026
  • ଦେଶ-ଦେଶାନ୍ତର

    ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

    14203
    Apr 28, 2026
  • ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15259
    Apr 28, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17445
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17493
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17853
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16323
    Apr 03, 2021

ବିଶେଷ

  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15810
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15794
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14527
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14328
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13983
    Apr 23, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15361
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15096
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15593
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13897
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

    13571
    Apr 28, 2026
  • ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା

    14410
    Apr 28, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15259
    Apr 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In