୧୦ ଜଣ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ୱାକଫ ବିଲ ଆଲୋଚନାବେଳେ ଯୁଗ୍ମ ସଂସଦୀୟ କମିଟି(ଜେପିସି)ରୁ ୧୦ ଜଣ ସାଂସଦ ସସପେଣ୍ଡ ହୋଇଛନ୍ତି । ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା ପାଇଁ ସମ୍ପୃକ୍ତ ୧୦ ଜଣ ସାଂସଦଙ୍କକୁ ଦିନକ ପାଇଁ ସସପେଣ୍ଡ କରାଯାଇଛି ।
ସେମାନଙ୍କ ମଧ୍ୟରେ ଅଛନ୍ତି ଟିଏମସିରୁ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଧିନ ଓୱେସୀ ଓ କଂଗ୍ରେସର ନାସୀର ହୁସେନଙ୍କ ସମେତ ୧୦ ଜଣଙ୍କୁ ସସପେଣ୍ଡ କରାଯାଇଛି ।
Powered by Froala Editor