Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ...

  • ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ ...

  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ...

  • ବହୁ ଉପାଦେୟ ମେଥିପାଣି

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ...

  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ...

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ...

  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ...

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ...

ରାଜ୍ୟ
Home ›› ରାଜ୍ୟ ››ଆଜି ପୁରୀ , କଟକ , କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଗସ୍ତ କରିବେ ନବୀନ

ଆଜି ପୁରୀ , କଟକ , କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଗସ୍ତ କରିବେ ନବୀନ

2024-12-31 06:52:07
14075
Share:
Facebook
Twitter
E-Mail
WhatsApp
Telegram
ଆଜି ପୁରୀ , କଟକ , କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଗସ୍ତ କରିବେ ନବୀନ

ଭୁବନେଶ୍ଵର: ଗଞ୍ଜାମ ପରେ ଆଜି ୪ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ପୁରୀ , କଟକ , କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ। ଏହାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ଏବଂ ସମ୍ପୃକ୍ତ  ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ସୋମବାର ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ବିଭିନ୍ନ ବ୍ଲକର ଫସଲ କ୍ଷୟକ୍ଷତି ଅନୁଧ୍ୟାନ ଅବସରରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ନିର୍ବାଚନ ଶେଷ ହେବାର ପ୍ରାୟ ୭ ମାସ ପରେ ନିଜ ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳକୁ ନବୀନଙ୍କର ଏହା ପ୍ରଥମ ଗସ୍ତ ଥିଲା। ନବୀନ ପ୍ରଥମେ ନିଜ ନିର୍ବାଚମଣ୍ଡଳୀ ଶେରଗଡ଼ର ତାକରଡ଼ା ଯାଇ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ସେ ହିଞ୍ଜିଳିର ପୋଡିଙ୍ଗି ଛକଠାରେ ଚାଷୀଙ୍କ ଦୁଃଖ ଶୁଣିଥିଲେ। ପରେ ନବୀନ ଆସିକାର କଇଁଫୁଲିଆ ଛକ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲ୍ଲିକୋଟର ଭରସାଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ବହୁ ପୁରୁଷ ଓ ମହିଳା ଚାଷୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ବିଭିନ୍ନ ସ୍ଥାନରେ ଚାଷୀ ଓଦା ଓ କ୍ଷତିଗ୍ରସ୍ତ ଧାନ ଧରି କାନ୍ଦିକାନ୍ଦି ନବୀନଙ୍କୁ ଗୁହାରୀ କରୁଥିବା ଦେଖାଯାଇଥିଲା। ସେହିପରି ଫସଲବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ୍‌ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଶ୍ରୀ ପଟ୍ଟନାୟକ ଚାଷୀଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ସେ ସବୁବେଳେ ଚାଷୀ ଭାଇଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରିବେ।  ନବୀନଙ୍କ ଗସ୍ତ ସମୟରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟକ ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣି ବୈଦ୍ୟ, ବିକ୍ରମକେଶରୀ ଆରୁଖ, ଲତିକା ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  •  ବହୁ ଉପାଦେୟ ମେଥିପାଣି
    ବିଶେଷ

    ବହୁ ଉପାଦେୟ ମେଥିପାଣି

    14922
    Aug 02, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...
    ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...

    14096
    Aug 01, 2025
  •  ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା

    13862
    Aug 02, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....
    ବିଶେଷ

    ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14889
    Aug 02, 2025
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି
    ଦେଶ-ଦେଶାନ୍ତର

    ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

    14908
    Aug 01, 2025
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ
    ମନୋରଞ୍ଜନ

    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ

    14700
    Aug 01, 2025
  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14332
    Aug 01, 2025
  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ
    ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14703
    Aug 02, 2025
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15381
    Aug 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବହୁ ଉପାଦେୟ ମେଥିପାଣି

    14922
    Aug 02, 2025
  • ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15381
    Aug 02, 2025
  • ମନୋରଞ୍ଜନ

    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ

    14700
    Aug 01, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17088
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14889
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    14922
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14586
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14517
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15184
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14258
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14720
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14811
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14889
    Aug 02, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14096
    Aug 01, 2025
  • ବହୁ ଉପାଦେୟ ମେଥିପାଣି

    14922
    Aug 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In