୨୬/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୃତ
ନୂଆଦିଲ୍ଲୀ:ମୁମ୍ବାଇ ୨୬/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ମୃତୁ୍ୟ ହୋଇଛି । ପାକିସ୍ତାନରେ ୨୬/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅବଦୁଲ ରେହମାନ ମକ୍କିର ମୃତୁ୍ୟ ହୋଇଛି । ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଉପମୁଖ୍ୟ ହେଉଛି ଅବଦୁଲ ରେହମାନ ମକ୍କି । ମୁମ୍ବାଇ ୨୬/୧୧ ଆକ୍ରମଣ ପାଇଁ ମକ୍କି ପାଣ୍ଠି ଯୋଗାଇଥିଲା ।
Powered by Froala Editor