ଓଡ଼ିଶାରେ ୨ଟି ସ୍ଥାନରେ ଏନଆଇଏ ରେଡ
ମାଲକାନଗିରି: ଓଡ଼ିଶାରେ ଏନଆଇଏ ପକ୍ଷରୁ ରେଡ କରାଯାଇଛି । ମାଲକାନଗିରି ମୋଟୁ ଅଞ୍ଚଳରେ ଏନଆଇଏ ପକ୍ଷରୁ ଚଢ଼ଉ କରାଯାଇଛି । ମୋଟୁ ଥାନା ଅନନ୍ତପାଲି ଗ୍ରାମରେ ଏହି ଚଢ଼ଉ କରାଯାଇଛି । ସୁକୁମାର ୨ଟି ସ୍ଥାନରେ ମଧ୍ୟ ଏନଆଇଏ ରେଡ କରୁଛି । ନକ୍ସଲ ଲିଙ୍କରେ ଏଭଳି ରେଡ ଚାଲିଥିବା ସୂଚନା ମିଳିଛି ।
Powered by Froala Editor