୭ ଦିନ ଭିତରେ ସାନ୍ତାଳୀ ଭାଷାରେ ପଢ଼ାଯିବ ନ୍ୟୁଜ
ଭୁବନେଶ୍ୱର: ଏଣିକି ସାନ୍ତାଳୀ ଭାଷାରେ ନ୍ୟୁଜ ପଢ଼ାଯିବ । ଖୁବଶୀଘ୍ର ଦୂରଦର୍ଶନରେ ସନ୍ତାଳୀ ଭାଷାରେ ନ୍ୟୁଜ ପଢ଼ାଯିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ୬ରୁ ୭ ଦିନ ଭିତରେ ଏହା କରାଯିବ ବୋଲି ସେ କହିଛନ୍ତି । ଏପରିକି ସାନ୍ତାଳୀ ଭାଷାରେ ନ୍ୟୁଜ ପଢ଼ାଯିବାକୁ ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
Powered by Froala Editor