୧୧ଟା ୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭାରେ ଶୀତଅଧିବେଶନରେ ଶୁକ୍ରବାର ଆରମ୍ଭରୁ ହଟ୍ଟଗୋଳ ପରିସ୍ଥିତି ଦେଖାଦେଇଛି । ପୋଲାଭରମ୍ ପ୍ରସଙ୍ଗରେ ମୁଲତବି ଅଗ୍ରାହ୍ୟ ପରେ ହଟ୍ଟଗୋଳ ହୋଇଛି । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ନାରାବାଜି ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ବାଚସ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କରିଛନ୍ତି ।
Powered by Froala Editor