Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ...

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ...

  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ...

  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ ...

  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ...

  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ...

  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

ରାଜ୍ୟ
Home ›› ରାଜ୍ୟ ›› ଆଜି ଜଳ, ସ୍ଥଳ ଓ ଆକାଶ ପଥରେ ପ୍ରଦର୍ଶନ ହେବ ଦୁଃସାହସିକ ସାମରିକ କୌଶଳ

ଆଜି ଜଳ, ସ୍ଥଳ ଓ ଆକାଶ ପଥରେ ପ୍ରଦର୍ଶନ ହେବ ଦୁଃସାହସିକ ସାମରିକ କୌଶଳ

2024-12-04 06:59:39
14893
Share:
Facebook
Twitter
E-Mail
WhatsApp
Telegram
 ଆଜି ଜଳ, ସ୍ଥଳ ଓ ଆକାଶ ପଥରେ ପ୍ରଦର୍ଶନ ହେବ ଦୁଃସାହସିକ ସାମରିକ କୌଶଳ

ପୁରୀ :  ପୁରୀରେ ଆଜି ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ ନୌସେନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜଳ, ସ୍ଥଳ ଓ ଆକାଶ ପଥରେ ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ କରାଯିବ। ନୌସେନାର ୧୫ ଯୁଦ୍ଧ ଜାହାଜ, ୪୦ ଲଢୁଆ ବିମାନ ଏବଂ ୪ ଯୁଦ୍ଧଟ୍ୟାଙ୍କ ଅଂଶଗ୍ରହଣ କରିବେ। ଦୁର୍ଦ୍ଧର୍ଷ ମାର୍କୋସ ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପରେଡ କରାଯିବ। ଦେଶପ୍ରେମର ବାର୍ତ୍ତା ପ୍ରଚାର ସହ ଭରପୂର ମନୋରଞ୍ଜନ କରିବ ସେନାବ୍ୟାଣ୍ଡ। ଜାତୀୟ ସଙ୍ଗୀତ ପରିବେଷଣ ଏବଂ ଜାତୀୟ ପତାକା ଉତ୍ତୋଳନ କରି ନୌସେନା ପ୍ରତିଷ୍ଠା ଦିବସ ଉତ୍ସବ ଉଦଘାଟନ କରାଯିବ। ଏହାଛଡା ନୌସେନାର ଶତାଧିକ ମହିଳା କ୍ୟାଡେଟ ନୃତ୍ୟ ପ୍ରଦର୍ଶନ କରିବେ। ଏହି କାର୍ୟ୍ୟକ୍ରମରେ ନୌସେନାର ସବୁଠାରୁ ଦକ୍ଷ ଏବଂ ପରାକ୍ରମୀ ସୈନିକ, ଯୁଦ୍ଧ ଜାହାଜ, ଯୁଦ୍ଧବିମାନ ଓ ଟ୍ୟାଙ୍କ ଗୁଡ଼ିକ ବିଚକ୍ଷଣ ସାମରିକ କୌଶଳ ପ୍ରଦର୍ଶନ କରିବେ। ମୁଖ୍ୟ ଆକର୍ଷଣ ହେବ ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିକ୍ରମ ସମେତ ୧୦ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜର ପଇଁତରା। ଋଷିଆ ଏବଂ ଆମେରିକା ଭଳି ବିଶ୍ବର ସବୁଠାରୁ ଅଧିକ ଶକ୍ତିଶାଳୀ ରାଷ୍ଟ୍ରର ନୌବାହିନୀ ଠାରୁ ସାମରିକ ଦକ୍ଷତାରେ ଭରତୀୟ ନୌସେନା ଯେ କୌଣସି ଗୁଣରେ କମ୍ ନୁହନ୍ତି ଏହାର ପ୍ରମାଣ ଆଜି ଦେଖିବାକୁ ମିଳିବ। ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୭ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ ଏବଂ କେତେକ ସାଂସଦ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହେବେ। ଏହାଛଡ଼ା ପେଣ୍ଠକଟା ଠାରୁ ଶିପସରୁବାଲି ପର୍ୟ୍ୟନ୍ତ ପ୍ରାୟ ୭ କିମି ସମୁଦ୍ର ବେଳାଭୂମିରେ ବସି ଲକ୍ଷାଧିକ ଲୋକ ନୌସେନାର ଚିତ୍ତାକର୍ଷକ ଓ ଦୁଃସାହସିକ କୌଶଳ ଦେଖିବାର ସୁଯୋଗ ପାଇବେ। ନୌସେନା ପ୍ରତିଷ୍ଠା ଦିବସ ସମେତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Powered by Froala Editor

Tags Naval day

Related articles Odisha News Lens 4.1

  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର
    ଦେଶ-ଦେଶାନ୍ତର

    ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    13913
    Dec 02, 2025
  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର
    ଦେଶ-ଦେଶାନ୍ତର

    ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର

    14564
    Dec 02, 2025
  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି
    ଦେଶ-ଦେଶାନ୍ତର

    ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14104
    Dec 02, 2025
  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର
    ମନୋରଞ୍ଜନ

    ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15914
    Nov 30, 2025
  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌
    ମନୋରଞ୍ଜନ

    ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    15073
    Nov 30, 2025
  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି
    ଦେଶ-ଦେଶାନ୍ତର

    ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି

    14260
    Dec 02, 2025
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା
    ମନୋରଞ୍ଜନ

    ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା

    14663
    Dec 02, 2025
  •  ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍
    ବିଶେଷ

    ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14913
    Dec 02, 2025
  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
    ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13720
    Nov 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15914
    Nov 30, 2025
  • ଦେଶ-ଦେଶାନ୍ତର

    ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14104
    Dec 02, 2025
  • ମନୋରଞ୍ଜନ

    ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    15073
    Nov 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16874
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16970
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17313
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15785
    Apr 03, 2021

ବିଶେଷ

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14913
    Dec 02, 2025
  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

    15823
    Nov 30, 2025
  • ଭଜାବୁଟ ଚୋପାର ରହିଛି ବହୁତ ଚମତ୍କାରୀ ଗୁଣ ଜାଣନ୍ତୁ.....

    14759
    Nov 29, 2025
  • ଖାଲି ପେଟରେ ଗ୍ରହଣ କରନ୍ତୁନି ଏହିସବୁ ଖାଦ୍ୟ ଓ ପାନୀୟ

    14308
    Nov 28, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    14053
    Nov 26, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14868
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14747
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14337
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13984
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14104
    Dec 02, 2025
  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    15073
    Nov 30, 2025
  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର

    14564
    Dec 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In