ଅଟୋ ସହ ବିଧାୟକଙ୍କ ଗାଡ଼ି ଧକ୍କା
ଖୋର୍ଦ୍ଧା: ଖଲ୍ଲିକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଅଟୋ ସହ ବିଧାୟକଙ୍କ ଗାଡ଼ି ଧକ୍କା ହୋଇଛି । ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବିଧାୟକଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଧାୟକ ସୁରକ୍ଷିତ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଅଟୋରେ ଥିବା ୪ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି ।
Powered by Froala Editor