ସତେଜ ଅଣ୍ଡା ଜାଣିବା ପାଇଁ କିଛି ସରଳ ଉପାୟ....
ଖାଉ ନାହାଁନ୍ତି ତ ଅଧିକ ଦିନର କିମ୍ବା ନଷ୍ଟ ହୋଇ ଯାଇଥିବା ଅଣ୍ଡା । ବାସ୍ ଏହି ସରଳ ଉପାୟରେ ଜାଣନ୍ତୁ..
ଆପଣ ସେବନ କରୁଥିବା ଅଣ୍ଡା ସତେଜ କି । କାରଣ ନଷ୍ଟ କିମ୍ବା ଅଧିକ ଦିନର ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
ତେଣୁ ବଜାରରୁ ଅଣ୍ଡା କିଣିବା ପରେ ଘରେ ଏହା
ଖାଉ ନାହାଁନ୍ତି ତ ଅଧିକ ଦିନର କିମ୍ବା ନଷ୍ଟ ହୋଇ ଯାଇଥିବା ଅଣ୍ଡା । ବାସ୍ ଏହି ସରଳ ଉପାୟରେ ଜାଣନ୍ତୁ..
ଆପଣ ସେବନ କରୁଥିବା ଅଣ୍ଡା ସତେଜ କି । କାରଣ ନଷ୍ଟ କିମ୍ବା ଅଧିକ ଦିନର ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
ତେଣୁ ବଜାରରୁ ଅଣ୍ଡା କିଣିବା ପରେ ଘରେ ଏହା ସତେଜକୁ କି ନୁହେଁ ସରଳ ଉପାୟରେ ପରୀକ୍ଷା କରି ପାରିବେ ।
ଖରାପ କିମ୍ବା ଅଧିକ ଦିନର ବାସି ଅଣ୍ଡା କି ନୁହେଁ ଜାଣିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ । ସେଥିରେ ଅଣ୍ଡା ପକାନ୍ତୁ ।
ସତେଜ ଅଣ୍ଡା ତୁରନ୍ତ ପାତ୍ର ଭିତରକୁ ବୁଡି ଯିବ । ମାତ୍ର ଅଧିକ ଦିନର ଅଣ୍ଡା ପାଣି ଉପରେ ଭାସିବ । ସମ୍ପୂର୍ଣ୍ଣ ଭାସିବା ଅର୍ଥ ଅଣ୍ଡା ନଷ୍ଟ ହୋଇ ସାରିଛି ।
ଏହାପରେ ଅଣ୍ଡାକୁ ଭାଙ୍ଗି ଏହା ଭିତରେ କୌଣସି ଦାଗ କିମ୍ବା ଅନ୍ୟ ରଙ୍ଗ ଦେଖିଲେ ତୁରନ୍ତ ଏହାକୁ ଫିଙ୍ଗି ଦିଅନ୍ତୁ ।
କି ନୁହେଁ ସରଳ ଉପାୟରେ ପରୀକ୍ଷା କରି ପାରିବେ ।
ଖରାପ କିମ୍ବା ଅଧିକ ଦିନର ବାସି ଅଣ୍ଡା କି ନୁହେଁ ଜାଣିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ । ସେଥିରେ ଅଣ୍ଡା ପକାନ୍ତୁ ।
ସତେଜ ଅଣ୍ଡା ତୁରନ୍ତ ପାତ୍ର ଭିତରକୁ ବୁଡି ଯିବ । ମାତ୍ର ଅଧିକ ଦିନର ଅଣ୍ଡା ପାଣି ଉପରେ ଭାସିବ । ସମ୍ପୂର୍ଣ୍ଣ ଭାସିବା ଅର୍ଥ ଅଣ୍ଡା ନଷ୍ଟ ହୋଇ ସାରିଛି ।
ଏହାପରେ ଅଣ୍ଡାକୁ ଭାଙ୍ଗି ଏହା ଭିତରେ କୌଣସି ଦାଗ କିମ୍ବା ଅନ୍ୟ ରଙ୍ଗ ଦେଖିଲେ ତୁରନ୍ତ ଏହାକୁ ଫିଙ୍ଗି ଦିଅନ୍ତୁ ।
Powered by Froala Editor