Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ...

  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ...

  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ...

  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ...

  • ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ...

  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ...

  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ...

  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ...

  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ...

  • ଅଲ୍ଲୁ ଅର୍ଜୁନଙ୍କୁ ସମନ

Home ›› ››ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ

ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ

2024-11-16 17:13:31
15107
Share:
Facebook
Twitter
E-Mail
WhatsApp
Telegram
ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ

ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ। ତାଙ୍କ ନେତୃତ୍ୱରେ ବିଶ୍ୱାସ ପ୍ରକାଶ କରିଥିବାରୁ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୃଦୟରୁ ସମର୍ଥନ ଏବଂ ସହଯୋଗ ଦେଇଥିବାରୁ ବାଦଲ ଦଳର ସମସ୍ତ ନେତା ତଥା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଦଳର କାର୍ଯ୍ୟକାରୀ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏନେଇ ପଞ୍ଜାବର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ଦଲଜିତ ସିଂହ ଚୀମା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଏକ୍ସରେ ସେ ଲେଖିଛନ୍ତି, ଦଳର ନୂଆ ସଭାପତି ନିର୍ବାଚନ ପାଇଁ ବାଟ ଫିଟାଇବାକୁ ଦଳର ସଭାପତି ସୁଖବୀର ସିଂହ ବାଦଲ ତାଙ୍କ ଇସ୍ତଫା ପତ୍ର ଦଳର କାର୍ଯ୍ୟକାରୀ କମିଟିକୁ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ୨୦୦୮ ମସିହାରେ ସୁଖବୀର ସିଂହ ବାଦଲ ଶିରୋମଣି ଅକାଳୀ ଦଳର ନେତୃତ୍ୱ ନେଇଥିଲେ। ସେ ଦୀର୍ଘ ୧୬ ବର୍ଷ ଦୁଇ ମାସ ପାଇଁ ଅକାଳୀ ଦଳର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। 

Powered by Froala Editor

Tags sukhbeer

Related articles Odisha News Lens 4.1

  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ
    ବିଶେଷ

    ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14388
    Jun 21, 2026
  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ
    ଦେଶ-ଦେଶାନ୍ତର

    ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ

    14660
    Jun 20, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ
    ବିଶେଷ

    ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14507
    Jun 22, 2026
  • ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ଧରାପଡିଲେ ଦୁଇଗୁଣା ଆଦାୟ ହେବ ଜୋରିମାନା
    ଦେଶ-ଦେଶାନ୍ତର

    ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ଧରାପଡିଲେ ଦୁଇଗୁଣା ଆଦାୟ ହେବ ଜୋରିମାନା

    15492
    Jun 21, 2026
  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...
    ଦେଶ-ଦେଶାନ୍ତର

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...

    14028
    Jun 20, 2026
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13650
    Jun 21, 2026
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ
    ଦେଶ-ଦେଶାନ୍ତର

    ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

    15459
    Jun 20, 2026
  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ
    ଦେଶ-ଦେଶାନ୍ତର

    ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ

    14026
    Jun 22, 2026
  • ଅଲ୍ଲୁ ଅର୍ଜୁନଙ୍କୁ ସମନ
    ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15679
    Jun 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13650
    Jun 21, 2026
  • ଦେଶ-ଦେଶାନ୍ତର

    ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ

    14026
    Jun 22, 2026
  • ଦେଶ-ଦେଶାନ୍ତର

    ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

    15459
    Jun 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16937
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17556
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18002
    Sep 06, 2023

ବିଶେଷ

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14507
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14388
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15525
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14412
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15742
    Jun 18, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13767
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14869
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15482
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15232
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଲ୍ଲୁ ଅର୍ଜୁନଙ୍କୁ ସମନ

    15679
    Jun 20, 2026
  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ

    14026
    Jun 22, 2026
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13650
    Jun 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In