Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ...

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ...

  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ...

  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ...

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ...

  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ...

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ...

  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ...

  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ...

  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ...

Home ›› ››ସମଲେଇ ଯୋଜନା ଘୋଷଣା କଲେ ନବୀନ

ସମଲେଇ ଯୋଜନା ଘୋଷଣା କଲେ ନବୀନ

2021-04-09 08:52:31
13800
Share:
Facebook
Twitter
E-Mail
WhatsApp
Telegram
ସମଲେଇ ଯୋଜନା ଘୋଷଣା କଲେ ନବୀନ
ଏହି ବୈଠକରେ ଥଇଥାନ ଓ ପୁନର୍ବାସ ପ୍ୟାକେଜରେ ନିମ୍ନଲିଖିତ ବ୍ୟବସ୍ଥା କରାଯାଇଛି । ୧. ବେସରକାରୀ ଜାଗାରେ ଘର • ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ Right to Fair Compensation and transparency of land acquisition, rehabilitation and resettlement Act 2013 ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। • ମନ୍ଦିରର ପୂଜାରୀ ମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ । ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦର ଠାରୁ କମ୍‌ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ପୂଜାରୀ ମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ, ତାକୁ ପ୍ରଦାନ କରାଯିବ । • ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ। • ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ। • ଯେଉଁ ପୂଜାରୀ ମାନଙ୍କର ଘର ନଥିବ, ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ। ୨. ବେସରକାରୀ ଜାଗାରେ ଦୋକାନ ଘର • ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକ ମାନଙ୍କ ଠାରୁ ଜମିକୁ ସିଧାସଳଖ କିଣାଯିବ। • କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। • ଦୋକାନକୁ ଅନ୍ୟଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ଉଚ୍ଥେଦପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସଂପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ। ୩. ସରକାରୀ ଜାଗାରେ ବସ୍ତିରେ ଥିବା ଅନଧିକୃତ ଘର • ଛୋଟ ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ। ଏହାସହିତ ଲୋକଙ୍କ ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଜାଗା ଦିଆଯିବ। ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାର ଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଜାଗା ଦିଆଯିବ। • ସମ୍ବଲପୁର ମହାନଗର ନିଗମ ଦ୍ବାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ। ୪. ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର • ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ • ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା • ଅନ୍ୟସ୍ଥାନକୁ ଯିବା ପାଇଁ ପରିବାର ପିଚ୍ଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା ୫. ସରକାରୀ ଜାଗାରେ ଥିବା ଅନଧିକୃତ ଦୋକାନ ଘର • ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ୬. ସରକାରୀ ଜାଗାରେ ଥିବା ଉଠାଦୋକାନୀ • ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। • ସେମାନଙ୍କ ପାଇଁ ଏକ Street Vending Plan କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ। ୭. ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାକୁ ସହାୟତା • ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ ଏବଂ ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ । ୮. ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ • ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ। ଏହାକୁ ସମ୍ବଲପୁର ମହାନଗର ନିଗମ ଦ୍ବାରା କାର୍ଯ୍ୟକାରୀ କରାଯିବ। ଏଥିରେ vocational training, ଆର୍ଥିକ ସହାୟତା, ସ୍ବାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ MBPY ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ । ୯.. ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ • ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଆଲୋଚନାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସନଚାଳନା କରିଥିଲେ।
Tags NAVEEN PATTNAIK

Related articles Odisha News Lens 4.1

  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14824
    Feb 04, 2026
  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ
    ଦେଶ-ଦେଶାନ୍ତର

    ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ

    15414
    Feb 04, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା
    ଦେଶ-ଦେଶାନ୍ତର

    ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15070
    Feb 03, 2026
  • ଭୃଷଙ୍ଗ ପତ୍ରରେ ଅଛି  ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର
    ବିଶେଷ

    ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15338
    Feb 04, 2026
  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ
    ଅପରାଧ

    ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ

    14532
    Feb 03, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
    ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14585
    Feb 04, 2026
  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ
    ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14307
    Feb 03, 2026
  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ
    ଦେଶ-ଦେଶାନ୍ତର

    ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13610
    Feb 03, 2026
  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ  ବାହାଘର
    ମନୋରଞ୍ଜନ

    ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ ବାହାଘର

    15359
    Feb 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13535
    Feb 04, 2026
  • ମନୋରଞ୍ଜନ

    ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ ବାହାଘର

    15359
    Feb 03, 2026
  • ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14585
    Feb 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17324
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17396
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17740
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16216
    Apr 03, 2021

ବିଶେଷ

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15338
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14140
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14354
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14502
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16082
    Jan 28, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16053
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15329
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15741
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15496
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ

    14532
    Feb 03, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14824
    Feb 04, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15070
    Feb 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In