Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ...

  • ଆଜି ପୁଣି କମିଛି ସୁନା ଓ ରୂପା ଦର

  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ...

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ...

  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ...

  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ...

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ...

  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ...

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ...

  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ...

Home ›› ››ହେଜବୋଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ

ହେଜବୋଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ

2024-09-20 11:10:31
16033
Share:
Facebook
Twitter
E-Mail
WhatsApp
Telegram
ହେଜବୋଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି। ଗାଜାର ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ଯୁଦ୍ଧ ଚଳାଇଥିବାବେଳେ ଏବେ ଲେବାନନ୍‌ସ୍ଥିତ ହେଜବୋଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ କରିଛି। ଗୁରୁବାର ଇସ୍ରାଏଲ ହେଜବୋଲ୍ଲାର ଏକାଧିକ ଆଡ୍ଡା ଉପରେ କ୍ଷେପଣାସ୍ତ୍ର ମାଡ କରିବା ସହିତ ଯୁଦ୍ଧ ଆରମ୍ଭ କରିଛି। ଲେବାନନ୍‌ର ରାଜଧାନୀ ବେରୁଟ୍‌ ଉପରେ ମଧ୍ୟ ଇସ୍ରାଏଲର ଯୁଦ୍ଧବିମାନ ସୋନିକ ବୋମା ମାଡ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି ଯେ ଇରାନ ସମର୍ଥିତ ହେଜବୋଲ୍ଲା ସଂଗଠନକୁ ମୂଳପୋଛ କରିବା ଲାଗି ଏହାର ଭିତ୍ତିଭୂମି ଓ ଶକ୍ତିକେନ୍ଦ୍ର ଗୁଡିକ ଉପରେ ଆକ୍ରମଣ ଆରମ୍ଭ ହୋଇଛି।
ଦୀର୍ଘ ଦଶନ୍ଧି ଧରି ହେଜବୋଲ୍ଲା ଦକ୍ଷିଣ ଲେବାନନ୍‌କୁ ଏକ ଯୁଦ୍ଧ କ୍ଷେତ୍ରରେ ପରିଣତ କରି ରଖିଛି। ଏହା ସାଧାରଣ ଜନତାଙ୍କ ଘରକୁ ଅସ୍ତ୍ର ରୂପେ ବ୍ୟବହାର କରୁଛି। ଲୋକଙ୍କ ଘର ତଳେ ସୁଡଙ୍ଗ ଖୋଳି ଏହାର ମଧ୍ୟରେ ନିଜର ଆଡ୍ଡା ଚଳାଇଛି। ତେଣୁ ଏହିସବୁ ଆଡ୍ଡାସ୍ଥଳକୁ ଧ୍ବଂସ କରି ହେଜବୋଲ୍ଲାକୁ ମୂଳପୋଛ କରାଯିବ ବୋଲି ଆଇଡିଏଫ୍‌ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କହିଛି। ମଙ୍ଗଳ ଓ ବୁଧବାର ଦୁଇଦିନ ହେଜବୋଲ୍ଲା ସଦସ୍ୟମାନେ ବ୍ୟବହାର କରୁଥିବା ପେଜର, ୱାକିଟକି ଆଦି ଯୋଗାଯୋଗ ଯନ୍ତ୍ରାଂଶ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ହଜାରରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ହେଜବୋଲ୍ଲା ଇସ୍ରାଏଲକୁ ଦାୟୀ କରିଛି। ଗୁରୁବାର ହେଜବୋଲ୍ଲା ନେତା ସୟନ ହସନ ନସରଲ୍ଲା ଟେଲିଭିଜନ୍ ବାର୍ତ୍ତାରେ ଇସ୍ରାଏଲକୁ କଡା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଇସ୍ରାଏଲ ଯେଉଁ ପ୍ରକାର ଆକ୍ରମଣ କରିଛି ତାହା ଆମ ବିରୋଧରେ ଯୁଦ୍ଧ ଘୋଷଣା ସହିତ ସମାନ। ହଜାର ହଜାର ପେଜରକୁ ବିସ୍ଫୋରଣ କରାଯାଇ ଇସ୍ରାଏଲ ଲାଲ ସୀମା ପାର କରିଛି। ଗତବର୍ଷ ଅକ୍ଟୋବରରୁ ପାଲେଷ୍ଟାଇନର ଗାଜାସ୍ଥିତ ହମାସ ଆତଙ୍କବାଦୀ ବିରୋଧରେ ଇସ୍ରାଏଲ ଯୁଦ୍ଧ ଚଳାଇଛି। ଏହି ଯୁଦ୍ଧରେ ହଜାର ହଜାର ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇବା ସହିତ ଅନେକ ଆହତ ହେଲେଣି। ଯୁଦ୍ଧ ଯୋଗୁଁ ଗାଜାରେ ଏବେ ହାହାକାର ଲାଗି ରହିଛି। ହେଜବୋଲ୍ଲାର ପେଜର ଓ ୱାକିଟକି ବିସ୍ଫୋରଣ ପାଇଁ ବିଭିନ୍ନ ରାଷ୍ଟ୍ରର ସୁରକ୍ଷା ଏଜେନ୍ସି ଇସ୍ରାଏଲକୁ ଦାୟୀ କରିଛନ୍ତି। ମାତ୍ର ଇସ୍ରାଏଲ ଏହାକୁ ଅଗ୍ରାହ୍ୟ କରି ନାହିଁ କି ସ୍ବୀକାର କରି ନାହିଁ।

Powered by Froala Editor

Tags War

Related articles Odisha News Lens 4.1

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ
    ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14450
    Feb 03, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା
    ଦେଶ-ଦେଶାନ୍ତର

    ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15212
    Feb 03, 2026
  • ଆଜି ପୁଣି କମିଛି ସୁନା ଓ ରୂପା ଦର
    ଦେଶ-ଦେଶାନ୍ତର

    ଆଜି ପୁଣି କମିଛି ସୁନା ଓ ରୂପା ଦର

    13423
    Feb 05, 2026
  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ
    ଦେଶ-ଦେଶାନ୍ତର

    ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13752
    Feb 03, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14974
    Feb 04, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
    ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14728
    Feb 04, 2026
  • ଭୃଷଙ୍ଗ ପତ୍ରରେ ଅଛି  ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର
    ବିଶେଷ

    ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15491
    Feb 04, 2026
  • ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ
    ଦେଶ-ଦେଶାନ୍ତର

    ନାଇଜେରିଆର ଦୁଇଟି ଗାଁରେ ଉଗ୍ରବାଦୀଙ୍କ ଆକ୍ରମଣ, ୧୬୨ ମୃତ

    13678
    Feb 05, 2026
  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ
    ଦେଶ-ଦେଶାନ୍ତର

    ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13680
    Feb 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15491
    Feb 04, 2026
  • ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14450
    Feb 03, 2026
  • ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14728
    Feb 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17325
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17396
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17742
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16218
    Apr 03, 2021

ବିଶେଷ

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15491
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14156
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14370
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14518
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16099
    Jan 28, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16053
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15330
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15742
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15496
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15491
    Feb 04, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14728
    Feb 04, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14974
    Feb 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In