ବିଧାନସଭା ବଜେଟ ଅଧିବେଶନ:କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା
ଭୁବନେଶ୍ୱର: ଦୁଇ ଦିନର ବିରତି ପରେ ବିଧାନସଭା ବିଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୁଣି ଆରମ୍ଭ ହୋଇଛି। ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳର ନେତା। ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି। ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ହୋହାଲ୍ଲା କରିଥିଲେ।
Powered by Froala Editor