Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ...

  • ଦିଶା ପଟାନିଙ୍କ ଘରେ ଗୁଳିମାଡ

  • ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, ...

  • ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ କରିସ୍ମା

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ ...

  • ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

  • ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ...

  • ବୈରାବି-ସାଇରଙ୍ଗ ରେଳ ଲାଇନର ଉଦଘାଟନ କଲେ ...

  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ...

  • ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାଂଲାଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଜାରି

ବାଂଲାଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଜାରି

2024-08-05 09:04:26
14503
Share:
Facebook
Twitter
E-Mail
WhatsApp
Telegram
ବାଂଲାଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଜାରି

ଢାକା: ବାଂଲାଦେଶରେ ରବିବାର ପୁଣି ଥରେ ହିଂସା ଆରମ୍ଭ ହୋଇଛି। ଏହି ହିଂସାରେ ୯8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ସପ୍ତାହେ ତଳେ ଦେଶରେ ସଂରକ୍ଷଣ ବିରୋଧୀ ହିଂସାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ଏବେ ଏହି ସଂରକ୍ଷଣ ପ୍ରସଙ୍ଗକୁ ଆଧାର କରି ରବିବାର ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଜାର ହଜାର ସଂଖ୍ୟାରେ ହିଂସାକାରୀ ରାସ୍ତାକୁ ଓହ୍ଲାଇ ଗାଡି ମୋଟର ପୋଡାଜଳା କରିଛନ୍ତି। ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ ସହିତ ଗୁଳିମାଡ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦେଶବ୍ୟାପୀ ହୋଇଥିବା ସଂଘର୍ଷରେ ୧୪ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଢାକା ସମେତ ବେଗ୍ରା, ପାବନା, ରଙ୍ଗପୁର, ମୁଗୁରା ଓ କୋମିଲାରେ ହିଂସାକାଣ୍ଡ ଘଟିଛି। ହିଂସାକୁ ଦେଖି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା ୬ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ‌ହସିନା କହିଛନ୍ତି ଯେ ଦେଶରେ ଏବେ ଯେଉଁ ବିକ୍ଷୋଭ ଆରମ୍ଭ ହୋଇଛି ତାହା ଛାତ୍ର ଆନ୍ଦୋଳନ ନୁହେଁ। ଆତଙ୍କବାଦୀମାନେ ଏହି ହିଂସା ଆରମ୍ଭ କରିଛନ୍ତି। ତେଣୁ ହିଂସାକୁ ଦୃଢ ହସ୍ତରେ ଦମନ କରିବାକୁ ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ବିକ୍ଷୋଭ ନାମରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ହିଂସାକୁ ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା କମିଟିର ଜରୁରୀ ବୈଠକ କରିଛନ୍ତି। ଏହା ସହିତ ଦେଶବାସୀଙ୍କୁ ମଧ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ବାନ ଦେଇଛନ୍ତି। ହିଂସାକାରୀମାନେ ଶାସକ ଆୱାମୀ ଲିଗ୍‌ର ୪ଜଣ କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଯେଉଁ ହିଂସା ଆରମ୍ଭ ହୋଇଛି ତାହା ଶାସକ ଓ ବିରୋଧୀ ଦଳ ମଧ୍ୟରେ ହିଂସା।

Powered by Froala Editor

Tags Bangladesh

Related articles Odisha News Lens 4.1

  • ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ କରିସ୍ମା
    ମନୋରଞ୍ଜନ

    ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ କରିସ୍ମା

    13499
    Sep 13, 2025
  • ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ

    13897
    Sep 13, 2025
  • ବୈରାବି-ସାଇରଙ୍ଗ ରେଳ ଲାଇନର ଉଦଘାଟନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବୈରାବି-ସାଇରଙ୍ଗ ରେଳ ଲାଇନର ଉଦଘାଟନ କଲେ ମୋଦୀ

    13915
    Sep 13, 2025
  • ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା
    ଦେଶ-ଦେଶାନ୍ତର

    ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା

    14674
    Sep 13, 2025
  • ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ

    14974
    Sep 12, 2025
  • ଦିଶା ପଟାନିଙ୍କ ଘରେ ଗୁଳିମାଡ
    ମନୋରଞ୍ଜନ

    ଦିଶା ପଟାନିଙ୍କ ଘରେ ଗୁଳିମାଡ

    15020
    Sep 13, 2025
  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?
    ଦେଶ-ଦେଶାନ୍ତର

    ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?

    13831
    Sep 12, 2025
  • ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା
    ଦେଶ-ଦେଶାନ୍ତର

    ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା

    15497
    Sep 13, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....
    ବିଶେଷ

    କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13422
    Sep 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

    14468
    Sep 13, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ

    13897
    Sep 13, 2025
  • ଦେଶ-ଦେଶାନ୍ତର

    ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା

    14674
    Sep 13, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16726
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16826
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17185
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15643
    Apr 03, 2021

ବିଶେଷ

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13422
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14424
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15699
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15496
    Sep 10, 2025
  • ସହଜ ଉପାୟରେ ହଟାନ୍ତୁ ସନ୍‌ ଟ୍ୟାନ

    14496
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14913
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14332
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15566
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15228
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା

    14674
    Sep 13, 2025
  • ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

    14468
    Sep 13, 2025
  • ଦିଶା ପଟାନିଙ୍କ ଘରେ ଗୁଳିମାଡ

    15020
    Sep 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In