Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ ...

  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ...

  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ ...

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ...

  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ...

Home ›› ››ସୁନା ଓ ରୁପା ହେବ ଶସ୍ତା

ସୁନା ଓ ରୁପା ହେବ ଶସ୍ତା

2024-07-23 10:02:22
14281
Share:
Facebook
Twitter
E-Mail
WhatsApp
Telegram
ସୁନା ଓ ରୁପା ହେବ ଶସ୍ତା

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ।  ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ ।  ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ତେବେ ସୁନା ଓ ରୁପା ଶସ୍ତା ହେବ । କାରଣ ସୁନା, ରୁପା ଓ ପ୍ଲାଟିନମ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସୁନା ଓ ରୁପା ଉପରୁ କଷ୍ଟମ ଡୁ୍ୟଟି ୬ ପ୍ରତିଶତ ହ୍ରାସ ହେବ । ପ୍ଲାଟିନମ ଉପରୁ କଷ୍ଟମ ଡୁ୍ୟଟି ୬.୪ ପ୍ରତିଶତ ହ୍ରାସ କରାଯିବ ।
ଅନ୍ୟପକ୍ଷରେ ୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ । ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ । ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି । ଏହାଛଡ଼ା ଏଣିକି ମୋବାଇଲ, ଚାର୍ଜର ଓ ବ୍ୟାଟେରୀ ଶସ୍ତା ହେବ । ସମ୍ପୃକ୍ତ ଜିନିଷ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉପôାଦ ମଧ୍ୟ ଶସ୍ତା ହେବ । ଅନ୍ୟପକ୍ଷରେ ୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ । ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ । ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି ।

ତେବେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ କ’ଣ ସବୁ କହିଛନ୍ତି ତାହା ସଂକ୍ଷେପରେ ଜାଣନ୍ତୁ
-ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
- ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
- ପିଏମ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବୃଦ୍ଧି କରାଯାଇଛି
-୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି
- ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା

-୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ
-୧କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବାକୁ ପ୍ରୋତ୍ସାହନ
-ଚାଷୀଙ୍କ ଉପôାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ
-ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ
-କୃଷିକ୍ଷେତ୍ର ପାଇଁ ୧ ଲକ୍ଷ ୫୨ହଜାର କୋଟିର ପ୍ରବଧାନ
-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ‘ପୂର୍ବୋଦୟ’ ସ୍କିମ ।
-ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ ।
-ଏହି ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରେଦଶ ।
-ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା
-ବିହାରରେ ବିମାନବନ୍ଦର ଓ ମେଡିକାଲ କଲେଜର ବିକାଶ ହେବ ।
-ନୂଆ ବିମାନମନ୍ଦର ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ ।
- ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ
-ପୋଲାଭରମ ପ୍ରକଳ୍ପ ଆନ୍ଧ୍ରର ଜୀବନ ରେଖା
- ଆଉ ୩ କୋଟି ଆବାସ ଗୃହ ନିର୍ମାଣ ହେବ
-ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ଗୃହ ନିର୍ମାଣ ହେବ
-ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି
-ମୁଦ୍ରା ଲୋନରେ ଲୋନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
-ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ ନେଇପାରିବେ ।
-ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ହେବ
-ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ
- ପିପିପି ମୋଡରେ ରେଣ୍ଟାଲ ହାଉସିଂ ବ୍ୟବସ୍ଥା ନିର୍ମାଣ ହେବ -ଡର୍ମିଟୋରୀ ବ୍ୟବସ୍ଥା ରହିବ, ଯେଉଁଥିରେ ଶ୍ରମିକମାନେ ସୁବିଧାରେ ରହିପାରିବେ
-ଦେଶର ବିଭିନ୍ନ ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ନିର୍ମାଣ କରାଯିବ
-ବଛା ବଛା ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ଓ ହାଟ ନିର୍ମାଣ ହେବ
-୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ ।
-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ
-ସରକାରୀ ସହାୟତାରେ ଲୋକଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ ଲାଗିବ
-ପ୍ରତି ଘରୁ ମାସିକ ୩୦୦ ୟୁନିଟ ବିଜୁଳି ଉପôାଦନ ଲକ୍ଷ୍ୟ ରଖାଯାଇଛି
-ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ
- ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହା ନିର୍ମାଣ କରାଯିବ
-୫ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା ପ୍ରଦାନ
-ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି
- ଆସାମ, ହିମାଚଳପ୍ରଦେଶ, ସିକ୍କିମ ଓ ଉତ୍ତରାଖଣ୍ଡକୁ ମଧ୍ୟ ମିଳିବ ସହାୟତା
-ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବିଜେଟରେ ଘୋଷଣା
-ମନ୍ଦିର, ବନ୍ୟଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା
-ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ
-ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ
- ରାଜ୍ୟଗୁଡ଼ିକୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ
-ବିନା ସୁଧରେ ରାଜ୍ୟଗୁଡ଼ିକୁ ଋର ଯୋଗାଇ ଦିଆଯିବ
-୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ
-ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ
-ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା
-ଏଣିକି ମୋବାଇଲ, ଚାର୍ଜର ଓ ବ୍ୟାଟେରୀ ଶସ୍ତା ହେବ
-ସମ୍ପୃକ୍ତ ଜିନିଷ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି
- ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉପôାଦ ମଧ୍ୟ ଶସ୍ତା ହେବ

Powered by Froala Editor

Tags Budget

Related articles Odisha News Lens 4.1

  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ
    ଦେଶ-ଦେଶାନ୍ତର

    ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    14076
    Apr 06, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ
    ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15268
    Apr 06, 2026
  • ଏହି ଦୁଇ କଲେଜକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15338
    Apr 06, 2026
  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ
    ମନୋରଞ୍ଜନ

    ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

    14315
    Apr 07, 2026
  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13484
    Apr 06, 2026
  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ
    ଦେଶ-ଦେଶାନ୍ତର

    ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ କୌର ସିଦ୍ଧୁ

    14073
    Apr 07, 2026
  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

    13723
    Apr 07, 2026
  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା
    ଦେଶ-ଦେଶାନ୍ତର

    ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

    14391
    Apr 07, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ
    ଦେଶ-ଦେଶାନ୍ତର

    ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14457
    Apr 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13584
    Apr 07, 2026
  • ଦେଶ-ଦେଶାନ୍ତର

    ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    14076
    Apr 06, 2026
  • ଦେଶ-ଦେଶାନ୍ତର

    ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

    13723
    Apr 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15268
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14109
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15453
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14661
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16060
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13484
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    14076
    Apr 06, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14457
    Apr 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In