Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ...

  • ବିବାହ ବନ୍ଧନରେ ଅର୍ଜୁନ-ସାନିଆ

  • ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ...

  • ପମ୍ପରେ ଆଉ ମିଳିବନି ପେଟ୍ରୋଲ !

  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ...

  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

  • ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ...

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ...

  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ...

ରାଜ୍ୟ
Home ›› ରାଜ୍ୟ ››ଆଖି ପିଛୁଳାକେ ଲୁଟୁଥିଲେ ତାମିଲନାଡୁ ଲୁଟିଆ, ହେଲେ ଗିରଫ

ଆଖି ପିଛୁଳାକେ ଲୁଟୁଥିଲେ ତାମିଲନାଡୁ ଲୁଟିଆ, ହେଲେ ଗିରଫ

2024-07-19 07:22:05
15350
Share:
Facebook
Twitter
E-Mail
WhatsApp
Telegram
ଆଖି ପିଛୁଳାକେ ଲୁଟୁଥିଲେ ତାମିଲନାଡୁ ଲୁଟିଆ, ହେଲେ ଗିରଫ

ଭୁବନେଶ୍ବର : ସାରା ଦେଶରେ ଲୁଟୁଥିଲେ। କାର୍‌ କାଚ ଭାଙ୍ଗି ଆଖି ପିଛୁଳାକେ ଗାଡ଼ିରୁ ସବୁକିଛି ଲୁଟି ନେଉଥିଲେ। ରଥଯାତ୍ରା ସମୟକୁ ସେମାନେ ନଜର ରଖିଥିଲେ। ମୋ ବସ୍‌ ମଧ୍ୟରେ ବି ଯାତ୍ରୀଙ୍କୁ ଲୁଟ୍‌ପାଟ୍‌ କରୁଥିଲେ। ତାମିଲନାଡୁରୁ ଆସି ରାଜଧାନୀର ରେଳ ଷ୍ଟେସନରେ ଡେରା ପକାଉଥିଲେ। ୭ ଦିନ ମଧ୍ୟରେ ୩ଟି ଲୁଟ୍‌ କରିଥିଲେ। ଶେଷରେ ସ୍ପେଶାଲ ସ୍କ୍ବାଡ ହାତରେ ଧରାପଡ଼ିଛନ୍ତି। ତାମିଲନାଡୁ ଲୁଟିଆ ଦଳର ୪ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୪ଟି ଲାପ୍‌ଟପ୍‌ ଓ ୨୫ଟି ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁ ତିର୍ଚି ଜିଲାର ବି.ମାହିତ, ପି. ମୋର୍ଥୀ, ନନ୍ଦନ କୁମାର ଏବଂ ଏସ୍‌. ଦୀନେଶ। ଅଭିଯୁକ୍ତଙ୍କୁ ଜିମାରେ ଆଣି ଜେରା କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏହି ଦଳ ସାରା ଦେଶରେ ଲୁଟ୍‌ପାଟ୍‌ କରୁଥିବାରୁ ସେମାନଙ୍କ ନାଁରେ ଅନ୍ୟ ରାଜ୍ୟରେ ମାମଲା ରହିଥିବା ସନ୍ଦେହ କରାଯାଇଛି। ବିଭିନ୍ନ ଦିଗକୁ ନେଇ ପୁଲିସ ମାମଲାର ତଦନ୍ତ ଜାରି ରଖିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆୟୁକ୍ତ ଶ୍ରୀ ପଣ୍ଡାଙ୍କ ସୂଚନା ଅନୁସାରେ, ଏହି ଦଳ ବିଶେଷକରି ରଥଯାତ୍ରା ସମୟରେ ଆସିଥାନ୍ତି। ୩ଟି ଉପାୟରେ ଏମାନେ ଲୁଟ୍‌ପାଟ କରିଥାନ୍ତି। କାର୍‌ କାଚ ଭାଙ୍ଗି ଲୁଟିଥାନ୍ତି। ବସ୍‌ରେ ଭିଡ଼ ସୃଷ୍ଟି କରି ପକେଟ ମାର୍‌ କରିଥାନ୍ତି। ସହରର ଗହଳି ସ୍ଥାନରେ ମଧ୍ୟ ଲୁଟ୍‌ପାଟ୍‌ କରି ଛୁ’ ମାରିଥାନ୍ତି। ଗତ ସପ୍ତାହେ ମଧ୍ୟରେ ଭୁବନେଶ୍ବରରେ ୩ଟି ଓ କଟକରେ ଗୋଟିଏ ଲୁଟ୍‌ କରିଥିଲେ। ଗତ ୧୬ ତାରିଖ ଦିନ କ୍ୟାପିଟାଲ ଥାନା ଅଧୀନ ରାଜଭବନ ନିକଟରୁ ଓଏଏସ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ କାର୍‌ କାଚ ଭାଙ୍ଗି ଲାପ୍‌ଟପ୍‌ ନେଇ ଯାଇଥିଲେ। ସେହିପରି ମଞ୍ଚେଶ୍ବର ଥାନା ଅଧୀନ ରସୁଲଗଡ଼ ଛକରୁ ଅତିଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ କାର୍‌ରୁ ମଧ୍ୟ ଲୁଟ୍‌ କରିଥିଲେ। ଏସବୁ ଅଭିଯୋଗକୁ ନେଇ ସ୍ପେଶାଲ ସ୍କ୍ବାଡ ଘଟଣାର ତଦନ୍ତ କରିଥିଲା। ଶେଷରେ ଲୁଟିଆ ଦଳର ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ପଚରାଉଚରା କରିବା ପରେ ସେମାନଙ୍କ ନିକଟରୁ ଚୋରି ସମ୍ପତ୍ତି ଜବତ କରିଥିଲା। ଲୁଟିଆ ଦଳର ଅନ୍ୟ ସହଯୋଗୀଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିଲା। ଦଳର ଆଉ କେଉଁମାନେ ବାହାରେ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଲୁଟ୍‌ କରିବା ପରେ ଚୋରି ଜିନିଷକୁ ଏମାନେ ତିର୍ଚି ଅଞ୍ଚଳରେ ବିକ୍ରି କରୁଥିଲେ ବୋଲି ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। କଟକ ଓ ଭୁବନେଶ୍ବରର ବିଭିନ୍ନ ଥାନାରେ ଅଭିଯୁକ୍ତଙ୍କ ନାମରେ ୧୦ରୁ ଅଧିକ ମାମଲା ରହିଛି। ଜବତ ଲୁଟ୍‌ ସମ୍ପତ୍ତି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତଙ୍କୁ ଗୁରୁବାର ସହିଦନଗର ଥାନା ପୁଲିସ ଅଦାଲତ ଚାଲାଣ କରିଛି।

Powered by Froala Editor

Tags Arrested

Related articles Odisha News Lens 4.1

  •  ଏହି  ସ୍ଥାନରେ କଳାଜାଇ ଥିଲେ  ଖୋଲେ ପୂର୍ବଜନ୍ମର ରହସ୍ୟ
    ବିଶେଷ

    ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14180
    Mar 07, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ
    ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14981
    Mar 06, 2026
  • ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ରିପୋର୍ଟିଂ ବନ୍ଦ
    ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ରିପୋର୍ଟିଂ ବନ୍ଦ

    13616
    Mar 07, 2026
  • ବିବାହ ବନ୍ଧନରେ ଅର୍ଜୁନ-ସାନିଆ
    ମନୋରଞ୍ଜନ

    ବିବାହ ବନ୍ଧନରେ ଅର୍ଜୁନ-ସାନିଆ

    14471
    Mar 07, 2026
  • ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ  ହେଲିକପ୍ଟର
    ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ ହେଲିକପ୍ଟର

    14899
    Mar 07, 2026
  •  ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର
    ଦେଶ-ଦେଶାନ୍ତର

    ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର

    14278
    Mar 07, 2026
  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ
    ଦେଶ-ଦେଶାନ୍ତର

    ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ

    13496
    Mar 07, 2026
  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା
    ଦେଶ-ଦେଶାନ୍ତର

    ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13739
    Mar 07, 2026
  •  UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ
    ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13546
    Mar 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13739
    Mar 07, 2026
  • ଦେଶ-ଦେଶାନ୍ତର

    ପମ୍ପରେ ଆଉ ମିଳିବନି ପେଟ୍ରୋଲ !

    13926
    Mar 07, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ରିପୋର୍ଟିଂ ବନ୍ଦ

    13616
    Mar 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16247
    Apr 03, 2021

ବିଶେଷ

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14180
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14812
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15259
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14467
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15082
    Feb 28, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15669
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15127
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14979
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14493
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ ହେଲିକପ୍ଟର

    14899
    Mar 07, 2026
  • ଯୁଦ୍ଧ ପାଇଁ ଏକମାସ ପର୍ଯ୍ୟନ୍ତ TRP ରିପୋର୍ଟିଂ ବନ୍ଦ

    13616
    Mar 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14180
    Mar 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In