ବସ୍ ଦୁର୍ଘଟଣା: ପୁଲିସ୍ କର୍ମଚାରୀ ଆହତ

ବ୍ରହ୍ମପୁର: ନିର୍ବାଚନ ଡ୍ୟୁଟିରୁ ଫେରିବା ବେଳେ ବସ୍ ଦୁର୍ଘଟଣା। ଛତ୍ରପୁର ଡିଆରଡିଏ ଛକ ନିକଟରେ ଏକ ବସ୍ ଡିଭାଇଡରରେ ପିଟି ହୋଇଯାଇଛି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିବାବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବସ୍ଟି ଭଞ୍ଜନଗରରୁ ୨୦ ଜଣ ପୁଲିସ୍ କର୍ମଚାରୀ ନେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି।
Powered by Froala Editor