ବଡ଼ ଧରଣର ଆୟକର ଚଢ଼ାଉ: ୨ କୋଟିରୁ ଅଧିକ ଟଙ୍କା ଜବତ
ଭୁବନେଶ୍ବର: ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ। ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି। ବୁଦ୍ଧେଶ୍ବରୀ କଲୋନୀର ପ୍ଲଟ୍ ନମ୍ବର ୭୬୫ରେ ଥିବା ଜୈନ ମିଡ଼ିଆରେ ଏହି ଚଢ଼ାଉ ଜାରି ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ୍ ପ୍ରେସ୍ରେ ରାଜନୈତିକ ଦଳର ପ୍ରଚାର ପାଇଁ ଫ୍ଲେକ୍ସ ପ୍ରିଣ୍ଟ୍ କରାଯାଉଥିଲା।
Powered by Froala Editor