୧୧ଟାରେ ୪୦ ଟପିଲା ୪ ସହରର ତାପମାତ୍ରା
ଭୁବନେଶ୍ୱର : ସାରା ରାଜ୍ୟ ସହ ଟ୍ୱିନ ସିଟିରେ ବଢି ଚାଲିଛି ତାପମାତ୍ରା। କଲବଲ କରୁଛି ତାତି, ବଢୁଛି ତାପମାତ୍ର।। ସାଢେ ୧୧ଟାରେ ୪୦ ଟପିଲା ୪ ସହରର ତାପମାତ୍ରା। ଭୁବନେଶ୍ୱର ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ୱର ୪୦.୬, ଚାନ୍ଦବାଲି ଓ ଝାରସୁଗୁଡା ୪୦, ସମ୍ବଲପୁର ୩୯.୭, କେନ୍ଦୁଝର ୩୯, ହୀରାକୁଦ ୩୮.୬ ରେକର୍ଡ କରାଯାଇଛି।
Powered by Froala Editor