Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ...

  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ...

  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ...

  • ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ...

  • ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ...

  • 'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ...

  • ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ...

  • ହୋଟେଲରେ ଟ୍ରମ୍ପଙ୍କୁ ଆଟାକ୍‌

  • ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ ...

Home ›› ››ସିଟ୍‌ ଫାଇନାଲ : ଶିବସେନା ୨୧, କଂଗ୍ରେସ ୧୭, ଏନସିପି ୧୦ଟି ଆସନରେ ଲଢିବ

ସିଟ୍‌ ଫାଇନାଲ : ଶିବସେନା ୨୧, କଂଗ୍ରେସ ୧୭, ଏନସିପି ୧୦ଟି ଆସନରେ ଲଢିବ

2024-04-09 20:12:02
13957
Share:
Facebook
Twitter
E-Mail
WhatsApp
Telegram
ସିଟ୍‌ ଫାଇନାଲ : ଶିବସେନା ୨୧, କଂଗ୍ରେସ ୧୭, ଏନସିପି ୧୦ଟି ଆସନରେ ଲଢିବ

ମହାରାଷ୍ଟ୍ରର ମହାବିକାଶ ଆଘାଡି ମେଣ୍ଟ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ ଘୋଷଣା କରାଯାଇଛି। ଉଦ୍ଧବ ଠାକରେଙ୍କ ଶିବସେନା ସର୍ବାଧିକ ୨୧ଟି ଆସନ, କଂଗ୍ରେସ ୧୭ଟି ଆସନ ଏବଂ ଶରଦ ପାୱାରଙ୍କ ଏନସିପି ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏନେଇ ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମହାବିକାଶ ଅଘାଡି ମେଣ୍ଟର ନେତାମାନେ ଘୋଷଣା କରିଛନ୍ତି।

ସିଟ୍‌ ଭାଗ ବଣ୍ଟା ନେଇ ଘୋଷଣା କରିବା ପରେ ଶରଦ ପାଓ୍ୱାର କହିଛନ୍ତି, 'ଆମେ ସମସ୍ତେ ଏକାଠି ଅଛୁ। ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ।' ସେହିପରି ଉଦ୍ଧବ ଠାକରେ କହିଛନ୍ତି ଯେ 'ସବୁ ସିଟରେ ଲଢିବାକୁ ସମସ୍ତଙ୍କର ଇଚ୍ଛା ଅଛି। ଏଥିରେ କୌଣସି ଭୁଲନାହିଁ । କିନ୍ତୁ ବିଜୟ କ୍ଷମତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ। ଏହି ଲଢେଇ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।'

ସେହିପରି କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ। ଏହି ମେଣ୍ଟ ପାଇଁ ସୋନିଆ ଗାନ୍ଧିଙ୍କୁ ଇଡି ଅଫିସରେ ରଖାଗଲା। ଏକଛତ୍ରବାଦୀ ଶାସନ ବିରୋଧରେ ଲଢୁଛି କଂଗ୍ରେସ। ବିଜେପିକୁ ହରାଇବାକୁ ଆମ କାର୍ଯ୍ୟକର୍ତ୍ତାଙ୍କୁ ବଡ ହୃଦୟର ସହ ଆଗକୁ ଆସିବାକୁ ହେବ। ଆମ ମେଣ୍ଟକୁ ସେମାନେ ମୁସଲିମ୍ ଲିଗ ସହ ତୁଳନା କରୁଛନ୍ତି। ଆମ ସହ ପ୍ରକୃତ ଏନସିପି ଓ ପ୍ରକୃତ ଶିବସେନା ଅଛି। ସେମାନେ(ବିଜେପି) ଆମ ମେଣ୍ଟକୁ ଏବେ ଭୟ କରୁଛନ୍ତି।


Powered by Froala Editor

Tags sivaena

Related articles Odisha News Lens 4.1

  • ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ପସନ୍ଦ କଲେ ୟୁଜର୍ସ
    ଦେଶ-ଦେଶାନ୍ତର

    ହାତରେ କୁନି ଝିଅର ପାଦ ଟାଟୁ କଲେ ବାପା, ପସନ୍ଦ କଲେ ୟୁଜର୍ସ

    14777
    Apr 26, 2026
  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    14787
    Apr 26, 2026
  • ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ...
    ଦେଶ-ଦେଶାନ୍ତର

    ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ...

    14421
    Apr 26, 2026
  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ

    13393
    Apr 26, 2026
  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

    13777
    Apr 26, 2026
  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ

    14634
    Apr 26, 2026
  • 'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ
    ଦେଶ-ଦେଶାନ୍ତର

    'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ

    14661
    Apr 26, 2026
  • ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ

    13823
    Apr 26, 2026
  • ହୋଟେଲରେ ଟ୍ରମ୍ପଙ୍କୁ ଆଟାକ୍‌
    ଦେଶ-ଦେଶାନ୍ତର

    ହୋଟେଲରେ ଟ୍ରମ୍ପଙ୍କୁ ଆଟାକ୍‌

    15305
    Apr 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ସେମାନଙ୍କୁ ଟାର୍ଗେଟ କରାଯାଏ: ଟ୍ରମ୍ପ

    13787
    Apr 26, 2026
  • ଦେଶ-ଦେଶାନ୍ତର

    ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    14787
    Apr 26, 2026
  • ଦେଶ-ଦେଶାନ୍ତର

    'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ

    14661
    Apr 26, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17435
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17488
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17846
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16316
    Apr 03, 2021

ବିଶେଷ

  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14081
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14243
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13897
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14596
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13955
    Apr 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15354
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15087
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15587
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13888
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ଗଭୀର ହତାଶାଭାବ ବ୍ୟକ୍ତ କଲା

    14421
    Apr 26, 2026
  • ହୋଟେଲରେ ଟ୍ରମ୍ପଙ୍କୁ ଆଟାକ୍‌

    15305
    Apr 26, 2026
  • ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ସେମାନଙ୍କୁ ଟାର୍ଗେଟ କରାଯାଏ: ଟ୍ରମ୍ପ

    13787
    Apr 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In