ସରିଲା ମହାଦେବଙ୍କ ବିବାହ ଉତ୍ସବ
ସମ୍ୱଲପୁର: ପବିତ୍ର ଶୀତଳ ଷଷ୍ଠୀ ଅବସରେର ସରିଲା ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । କୋଭିଡ କଟକଣା ଯୋଗୁ ଅଧିକ ଲୋକଙ୍କୁ ଭିଡ ନକରି ରିତିନିତି ଅନୁଯାୟୀ ପୂଜା ବିଧି ସଂପନ୍ନ ହୋଇଛି। କୋଭିଡ କଟକଣା ଭିତରେ ଏହି ପବିତ୍ର ଉତ୍ସବ ସଂପନ୍ନ ହୋଇଛି।
ସେପଟେ ଆଜି ଯୁଗଳ ଦର୍ଶନ ବିଧି ରହିଥିବା ସୂଚନା ମିଳିଛି। ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। କରୋନାର କାୟା ରାଜ୍ୟରେ ବିସ୍ତାର ହୋଇଥିବାବେଳେ ଚଳିତ ଥର ସମସ୍ତ ପର୍ବ ପର୍ବାଣୀ ଫିକା ପଡ଼ିଛି।
Powered by Froala Editor