ଗ୍ରୋସରି ଦୋକାନରୁ ବିଦେଶୀ ମଦ ଜବତ
ବ୍ରହ୍ମପୁର: ଗ୍ରୋସରି ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ୧୫ ପ୍ରକାରର ୧୧୨ ଲିଟର ବିଦେଶୀ ମଦ ଜବତ ହୋଇଛି । ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ପଦରବାଲିର କାଳୁଆ ଛକ ନିକଟରେ ଥିବା ଗ୍ରୋସେରି ଦୋକାନରୁ ମଦ ଜବତ ହୋଇଥିବା ସୂଚନା।
ଏହି ଘଟଣାରେ ପୋଲିସ କୃଷ୍ଣଚନ୍ଦ୍ର ସୁବୁଦ୍ଧି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
Powered by Froala Editor