Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 31, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ ...

  • ୪୦ ବର୍ଷୀୟ ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ...

  • AI ପାଇଁ ଏହି ୪୦ଟି ଚାକିରି ବିପଦରେ

  • ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ...

  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

  • ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ...

  • କିଭ୍‌ ଉପରେ ରୁଷର ଜୋରଦାର ଆକ୍ରମଣ, ୬ ମୃତ

  • ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

ବିଶେଷ
Home ›› ବିଶେଷ ››ବ୍ରଶ୍ କରିବାର ୨୦ ମିନିଟ୍ ଯାଏ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ

ବ୍ରଶ୍ କରିବାର ୨୦ ମିନିଟ୍ ଯାଏ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ

2024-03-09 11:18:33
15659
Share:
Facebook
Twitter
E-Mail
WhatsApp
Telegram
ବ୍ରଶ୍ କରିବାର ୨୦ ମିନିଟ୍ ଯାଏ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ

ସମସ୍ତେ ପ୍ରତିଦିନ ଦାନ୍ତ ଘଷିଥାନ୍ତି । ଏହାପରେ ହିଁ କେହି ଖାଦ୍ୟ ଖାଇଥାନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯିଏକି ଦାନ୍ତ ଘଷୁ ଘଷୁ କିଛି ନା କିଛି ଖାଇଥାନ୍ତି । କିନ୍ତୁ ଏହା କେତେ ଛିକ୍‌ ?  ଦାନ୍ତ ଘଷିବାର ସାଙ୍ଗେ ସାଙ୍ଗେ  ଖାଇବା ଉଚିତ୍‌ କି ନୁହେଁ ? ଆସନ୍ତୁ ଜାଣିବାଟ୍ଟ ବିଶେଷଜ୍ଞଙ୍କ ଅନୁଯାୟୀ ଦାନ୍ତ ଘଷିବାର ତୁରନ୍ତ ପରେ ଖାଇବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଦାନ୍ତ ମାଢ଼ି ଉପରେ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ଦାନ୍ତ ସହ ଜଡ଼ିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ଦାନ୍ତ ଘଷିବା ପରେ ଦାନ୍ତରେ ଥିବା ଏସିଡ୍ ଦୂର ହୋଇଥାଏ । ମାଢ଼ି ଓ ଦାନ୍ତରେ ଭୋଜନର ଅଂଶ ଓ ବ୍ୟାକ୍ଟେରିଆ ଦୂର ହୋଇଯାଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ଦାନ୍ତର ଉପର ଅଂଶ ଓ ମାଢ଼ି ପରିଷ୍କାର ହୋଇଥାଏ । ଫଳରେ ତୁରନ୍ତ ଖାଦ୍ୟ ଖାଇବା ଦ୍ୱାରା ମାଢ଼ି ଓ ଦାନ୍ତ ପାଇଁ ହାନିକାରକ ହୋଇଥାଏ ।  

ଯାହା ଫଳରେ ତୁରନ୍ତ ଖାଦ୍ୟ ଖାଇଲେ ଦାନ୍ତର ଉପର ଅଂଶ ଓ ମାଢ଼ିରେ କୁପ୍ରଭାବ ପକାଏ । ଦାନ୍ତ ଦୁର୍ବଳ ହେବା ସହ ଅନେକ ରୋଗ ସୃଷ୍ଟି ହୋଇଥାଏ । ଦାନ୍ତର ଚମକ ହ୍ରାସ ପାଇ ହଳଦିଆ ଦେଖାଯାଏ । ମାଢ଼ିରେ ଯନ୍ତ୍ରଣା ହୋଇଥାଏ । ମିଠା, ଥଣ୍ଡା ଜାତୀୟ ଜିନିଷ ଖାଇବା ସମୟରେ ଏହି ଯନ୍ତ୍ରଣା ଅଧିକ ହୋଇଥାଏ ।

ବିଶେଷଜ୍ଞଙ୍କ ମତରେ ବ୍ରଶ୍ କରିବାର ୨୦ ମିନିଟ୍ ଯାଏ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଦାନ୍ତ ଘଷିବା ପରେ ପାଣି ପିଇପାରିବେ । ବ୍ରସ୍ କରିବାର ତୁରନ୍ତ ପରେ ରାଗୁଆ ଖାଦ୍ୟ, ଲୁଣିଆ ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ଷତିକାରକ ହୋଇଥାଏ । ଫଳରେ ମାଢ଼ିରେ ଯନ୍ତ୍ରଣା ଓ ଜଳାପୋଡ଼ା ହୋଇଥାଏ । ଏହାସହ ଚା’ କିମ୍ୱା ମୃଦୁ ପାନୀୟ ମଧ୍ୟ ତୁରନ୍ତ ପିଅନ୍ତୁ ନାହିଁ ।

Powered by Froala Editor

Tags Brush

Related articles Odisha News Lens 4.1

  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ
    ଦେଶ-ଦେଶାନ୍ତର

    ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

    14226
    Jul 30, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି
    ବିଶେଷ

    ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14194
    Jul 31, 2025
  •  ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’
    ବିଶେଷ

    ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14128
    Jul 31, 2025
  • AI ପାଇଁ ଏହି ୪୦ଟି ଚାକିରି ବିପଦରେ
    ଦେଶ-ଦେଶାନ୍ତର

    AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15060
    Jul 31, 2025
  • ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ କରିଥିଲେ ଫସୀଲା
    ଦେଶ-ଦେଶାନ୍ତର

    ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ କରିଥିଲେ ଫସୀଲା "ଆଉ ସହି ହେଉନି ...

    14952
    Jul 31, 2025
  • ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

    13445
    Jul 31, 2025
  • କିଭ୍‌ ଉପରେ ରୁଷର ଜୋରଦାର ଆକ୍ରମଣ, ୬ ମୃତ
    ଦେଶ-ଦେଶାନ୍ତର

    କିଭ୍‌ ଉପରେ ରୁଷର ଜୋରଦାର ଆକ୍ରମଣ, ୬ ମୃତ

    13916
    Jul 31, 2025
  • ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

    15578
    Jul 31, 2025
  • ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ
    ଦେଶ-ଦେଶାନ୍ତର

    ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ

    13865
    Jul 31, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

    14226
    Jul 30, 2025
  • ଦେଶ-ଦେଶାନ୍ତର

    ମହଙ୍ଗା ପାଠପଢ଼ା : ନର୍ସରୀ ଆଡମିଶନ ପାଇଁ ୨.୫ ଲକ୍ଷ

    13865
    Jul 31, 2025
  • ଦେଶ-ଦେଶାନ୍ତର

    AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15060
    Jul 31, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16649
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16761
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17085
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15567
    Apr 03, 2021

ବିଶେଷ

  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14194
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14128
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15054
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    15996
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15818
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14716
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14809
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14155
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14451
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

    14226
    Jul 30, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14194
    Jul 31, 2025
  • AI ପାଇଁ ଏହି ୪୦ଟି ଚାକିରି ବିପଦରେ

    15060
    Jul 31, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In