କିଭ୍ ଉପରେ ରୁଷର ଜୋରଦାର ଆକ୍ରମଣ, ୬ ମୃତ

କିଭ୍: ବନ୍ଦ ହେଉନି ଯୁଦ୍ଧ। ୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଆକ୍ରମଣ କରିଛି ରୁଷ୍। ବୁଧବାର ରାତିରେ ମିଶାଇଲ୍ ଓ ଡ୍ରୋନ୍ ସାହାଯ୍ୟରେ ଜୋରଦାର ଆକ୍ରମଣ କରିଛି ରୁଷ୍। ଏହି ଆକ୍ରମଣରେ ଜଣେ ୬ ବର୍ଷୀୟ ଶିଶୁ ସମେତ ପ୍ରାୟ ଛଅ ଜଣଙ୍କ ମୃତ୍ୟୁ ଘଟିଛି।
Powered by Froala Editor