ଡାକ୍ତରଙ୍କ ଘରେ ଚଢ଼ାଉ
କଟକ: କଟକର ଫ୍ରେଣ୍ଡ୍ସ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଖାଲି ଏତିକି ନୁହେଁ, ଟଙ୍କା ଭର୍ତ୍ତି ବାଗ୍ ସହ ଜଣେ ରୋଗୀଙ୍କୁ ମଧ୍ୟ ଉଦ୍ଧାର କରିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ଅଧିକ ତଦନ୍ତ କରାଯାଉଛି।
Powered by Froala Editor