Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ...

  • ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ...

  • ବିଜେପି ସରକାର ଆସିବା ପରେ ବାଂଲାଦେଶ ...

  • ଶକ୍ତିଶାଳୀ ଭୂକମ୍ପ: ୬.୧ ...

  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ...

  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

  • ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ...

  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

Home ›› ››ବରଯାତ୍ରୀରେ ଯାଇଥାନ୍ତେ, ପେଟ୍ରୋଲ ନିଆଁରେ ଜୀବନ୍ତ ଦଗ୍ଧ ୫ ବର୍ଷର ଶିଶୁ

ବରଯାତ୍ରୀରେ ଯାଇଥାନ୍ତେ, ପେଟ୍ରୋଲ ନିଆଁରେ ଜୀବନ୍ତ ଦଗ୍ଧ ୫ ବର୍ଷର ଶିଶୁ

2023-12-07 19:29:57
15156
Share:
Facebook
Twitter
E-Mail
WhatsApp
Telegram
ବରଯାତ୍ରୀରେ ଯାଇଥାନ୍ତେ, ପେଟ୍ରୋଲ ନିଆଁରେ ଜୀବନ୍ତ ଦଗ୍ଧ ୫ ବର୍ଷର ଶିଶୁ

ବରଯାତ୍ରୀ ପାଇଁ ପ୍ରସ୍ତୁତ ହୋଇଥିବା ଶୋଭାଯାତ୍ରା ଅଳ୍ପ ସମୟ ମଧ୍ୟରେ ଶୋକସଭାରେ ପରିଣତ ହୋଇଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଛି ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଯାଇଛି ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନା ଅଧୀନ ବଡପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ବଡ଼ପଡ଼ା ଗାଁର ରତ୍ନାକର ମଳିକଙ୍କ ପୁଅ ବାହାଘର ଥିଲା। ତେଣୁ ବରଯାତ୍ରୀଙ୍କ ବାଇକ୍‌ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଡ୍ରମ୍‌ରେ ପେଟ୍ରୋଲ ଅଣାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍‌ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍‌ ବଣ୍ଟା ଯାଉଥିଲା। ଜଣେ ପରେ ଜଣେ ଆସି ପେଟ୍ରୋଲ୍‌ ନେଇ ନିଜ ବାଇକ୍‌ରେ ପକାଉଥିଲେ। ତେବେ ଅସାବଧାନତା ଯୋଗୁ ସେହି ପେଟ୍ରୋଲ୍‌ରେ ନିଆଁ ଲାଗି ଯାଇଥିଲା। ଯାହାଫଳରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ର ପୋଡ଼ି ଯାଇଥିଲେ। ପଡୋଶୀ ତପନ ମଳିକ ଓ ଉପେନ୍ଦ୍ର ମଳିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି। 

Powered by Froala Editor

Tags boy

Related articles Odisha News Lens 4.1

  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ
    ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13869
    Jun 08, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ
    ବିଶେଷ

    ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    14922
    Jun 09, 2026
  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ

    15525
    Jun 08, 2026
  • ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର ...
    ଦେଶ-ଦେଶାନ୍ତର

    ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର ...

    13732
    Jun 09, 2026
  •  ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...

    15115
    Jun 08, 2026
  •   ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ
    ଦେଶ-ଦେଶାନ୍ତର

    ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ

    14054
    Jun 08, 2026
  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ...
    ଦେଶ-ଦେଶାନ୍ତର

    ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ...

    13524
    Jun 09, 2026
  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ
    ଦେଶ-ଦେଶାନ୍ତର

    ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ

    15464
    Jun 09, 2026
  • ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା

    15082
    Jun 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13869
    Jun 08, 2026
  • ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି

    15115
    Jun 08, 2026
  • ଦେଶ-ଦେଶାନ୍ତର

    ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

    14769
    Jun 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16914
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17531
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17580
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17970
    Sep 06, 2023

ବିଶେଷ

  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    14922
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14104
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13999
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14925
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14790
    Jun 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15457
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15200
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15685
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14024
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

    14769
    Jun 09, 2026
  • ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି: ଶୁଭେନ୍ଦୁ

    13732
    Jun 09, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13869
    Jun 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In